ମାଥିଉଲିଖିତ ସୁସମାଚାର 6:1

ମାଥିଉଲିଖିତ ସୁସମାଚାର 6:1 ODCLBSI

“ଲୋକମାନଙ୍କୁ ଦେଖାଇବା ପାଇଁ ସର୍ବସାଧାରଣରେ ଧର୍ମକର୍ମ କର ନାହିଁ। ତାହା କଲେ ପିତା ଈଶ୍ୱରଙ୍କଠାରୁ ତୁମେ ପୁରସ୍କାର ପାଇବ ନାହିଁ।