1
ମାତିଉ 12:36-37
ସତିଅର୍ ବାଟ୍, ନୁଆ ନିୟମ୍, 2020
“ତମେ କଇରଇଲା କାଇ ଲଡାକେ ନଇବା ସବୁ କାତା, ବିଚାର୍ନା ଦିନେ ତମ୍କେ ଇସାବ୍ ଦେବାକେ ଅଇସି । ତମର୍ କାତାଇଅନି ତମେ ବିଚାର୍ କରାଇଅଇ, ଦସି ନଇଲେ ଦସ୍ ନ କଲା ଲକ୍ ବଲାଇଅଇସା ।”
तुलना
अन्वेषण गर्नुहोस् ମାତିଉ 12:36-37
2
ମାତିଉ 12:34
ଏ ସାଁପ୍ ପାରା କାରାପ୍ ଲକ୍ମନ୍ ! ତମେ କାରାପ୍ ଅଇ ନିମାନ୍ କାତା କଇପାରାସ୍ କି ? ମନେ ଚିନ୍ତାକଲାଟା ଟଣ୍ଡ୍ବାଟେ ବାରଇସି ।
अन्वेषण गर्नुहोस् ମାତିଉ 12:34
3
ମାତିଉ 12:35
ଗଟେକ୍ ନିମାନ୍ ଲକ୍ ତାର୍ ମନ୍ବିତ୍ରେ ଅନି ନିମାନ୍ କାତା ଆନ୍ସି । ଗଟେକ୍ କାରାପ୍ ଲକ୍ ତାର୍ ମନ୍ ବିତ୍ରେ ବର୍ତିଅଇ ରଇବା ବାଦ୍ଲାପାରା କାତା ବାର୍କରାଇ ଆନ୍ସି ।”
अन्वेषण गर्नुहोस् ମାତିଉ 12:35
4
ମାତିଉ 12:31
ସେଟାର୍ପାଇ ମୁଇ ତମ୍କେ କଇଲିନି, ଜଦି କେ ଆଲେ ପାପ୍ କଲେ କି ନିନ୍ଦା କାତା କଇଲେ ମିସା, ତାର୍ ଲାଗି ତାକେ କେମା ଦିଆଅଇସି । ମାତର୍ କେ ଜଦି ସୁକଲ୍ ଆତ୍ମାର୍ ବିରୁଦେ କାଇ ବଲି କଇସି ବଇଲେ, ତାକେ କେମା ନାଇ ।
अन्वेषण गर्नुहोस् ମାତିଉ 12:31
5
ମାତିଉ 12:33
“ନିକ ପଲ୍ ଦାର୍ବାର୍ଆଲେ ଗଟେକ୍ ଗଚ୍ ନିକ ଅଇବାର୍ ଆଚେ । ବାନିଆ ଗଚେ ବାନିଆ ପଲ୍ ଅଇସି । ଗଚ୍ କେନ୍ତିଟା, ତାର୍ ପଲେ ଅନି ଜାନାପଡ୍ସି ।
अन्वेषण गर्नुहोस् ମାତିଉ 12:33
होम
बाइबल
योजनाहरू
भिडियोहरू