ଜିସୁ ସେମନ୍କେ କଇଲା, “ତମେ ବାଉଡି ଜାଇ ଜନ୍ଟା ସବୁ ଦେକ୍ଲାସ୍ ଆରି ସୁନ୍ଲାସ୍, ଜଅନ୍କେ କଇଦିଆସ୍ । କାଣାମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡ୍ଲାଇନି, ବଡ୍ ରଗିମନ୍ ନିମାନ୍ ଅଇଲାଇନି, ବଇରାମନ୍ ସୁନ୍ଲାଇନି, ମଲା ଲକ୍ମନ୍ ଜିବନ୍ ଅଇଲାଇନି ଆରି ଗରିବ୍ ଲକ୍ମନର୍ ଲଗେ ନିମାନ୍ କବର୍ କେଟ୍ଲାନି ।