ଜଅନ୍ 2
2
କାନା ଗଡେ ବିବା
1ଦୁଇ ଦିନ୍ ପଚେ ଗାଲିଲି ଦେସର୍ କାନା ନାଉଁର୍ ଗଡେ ଗଟେକ୍ ବିବା ଅଇତେ ରଇଲା । ସେ ବିବାତେଇ ଜିସୁର୍ ମାଆ ମରିୟମ୍ ରଇଲା । 2ଜିସୁ ଆରି ତାର୍ ସିସ୍ମନ୍କେ ମିସା ସେ ବିବାତେଇ ଡାକି ରଇଲାଇ । 3ବଜି ନ ସାର୍ତେ ଅଙ୍ଗୁର୍ ରସ୍ ସାରିଗାଲାକେ ଜିସୁର୍ ମାଆ ଆସି ତାକେ କଇଲା, “ସେମନର୍ ଅଙ୍ଗୁର୍ ରସ୍ ସାରିଗାଲାବେ ।” 4ଜିସୁ ତାକେ କଇଲା, “ଏ ମାଆ, ମର୍ଟାନେ ତର୍ କାଇଟା ଆଚେ ? ତୁଇ ମକେ କାଇଟା ମିସା କର୍ବାକେ କଅ ନାଇ । ମର୍ ବେଲା ଏବେ ଜାକ ଆସେ ନାଇତା ।”
5ଜିସୁର୍ ମା ବାଣ୍ଡାର୍ଗରିଆମନ୍କେ କଇଲା, “ଜିସୁ ତମ୍କେ ଜାଇଟା କଇସି ସେଟା କରା ।”
6ସେ ଜାଗାଇ ବଡ୍ ବଡ୍ ପାକ୍ନା ସଙ୍ଗ୍ ତିଆର୍ କଲା ଚଅଟା କୁଣ୍ଡ୍ ରଇଲା । ଜିଉଦି ଲକ୍ମନ୍ ସୁକଲ୍ ଅଇବାକେ ସେମନର୍ ରିତିନିତି ଇସାବେ ଏ କୁଣ୍ଡର୍ ପାନି କାମେ ଲାଗାଇତେ ରଇଲାଇ । ଗଟେକ୍ ଗଟେକ୍ କୁଣ୍ଡେ ସଏ ଲିଟର୍ ଲାକା ପାନି ଦାର୍ତେ ରଇଲା । 7ଜିସୁ ବାଣ୍ଡାର୍ଗରିଆମନ୍କେ “ସେ କୁଣ୍ଡ୍ମନ୍କେ ପାନି ବର୍ତି କରା” ବଲି କଇଲା ଆରି ସେମନ୍ ସେ ସବୁ କୁଣ୍ଡେ ପାନି ବର୍ତି କଲାଇ । 8ତାର୍ ପଚେ ଜିସୁ ସେମନ୍କେ ତେଇର୍ ପାନି ଡୁମିନେଇ ବଜି ଦାଇତେ ରଇଲା ଲକ୍କେ ଦିଆସ୍ ବଲି କଇଲା । ସେମନ୍ ତେଇର୍ ପାନି ଡୁମି ନେଇ ତାକେ ଦେଲାଇ । 9ମାତର୍ ସେ ସବୁ ପାନି ଅଙ୍ଗୁର୍ ରସ୍ ଅଇଜାଇରଇଲା । ବଜି ଦାଇତେ ରଇଲା ଲକ୍ ଅଙ୍ଗୁର୍ ରସ୍ କନ୍ତିଅନି ବଲି ଜାନି ନ ରଇଲା । ମାତର୍ ସେ ପାନି ଡୁମି ନେଲା ଲକ୍ମନ୍ ଜାନି ରଇଲାଇ, ପଚେ ସେ ଲକ୍ ଚାକି କରି ଏ ରସ୍ କନ୍ତିଅନି ଆନ୍ଲାଇ ବଲି ବିବା ଅଇବା ଦାଙ୍ଗ୍ଡାକେ ଡାକି ପାଚାର୍ଲା, 10“ଲକ୍ମନ୍ ସବୁ ବେଲା ପର୍ତୁମ୍ ପର୍ତୁମ୍ କାଇବାକେ ନିମାନ୍ ଅଙ୍ଗୁର୍ ରସ୍ ଦେବାଇ । ଆରି ଗତିଆ ଲକ୍ମନ୍ କାଇ ପୁରୁନ୍ ଅଇଲା ପଚେ ଚପ୍ରାଟା ଦେବାଇ । ମାତର୍ ତମେ ଏବେ ସାରାସାରି ଜାକ ନିମାନ୍ ଅଙ୍ଗୁର୍ ରସ୍ କନ୍ତି ସଙ୍ଗଇ ରଇଲାସ୍ ?”
11ଏଟା ଜିସୁ ପର୍ତୁମ୍ କଲା କାବାଅଇଜିବା କାମ୍ । ସେଟା ଗାଲିଲି ଦେସର୍ କାନା ନଅରେ କରିରଇଲା । ଏନ୍ତି କରି ତାର୍ ମଇମା ଦେକାଇଲା ଆରି ତାର୍ ସିସ୍ମନ୍ ତାକେ ବିସ୍ବାସ୍ କଲାଇ । 12#ମାତିଉ ୪:୧୩ତାର୍ ପଚେ ଜିସୁ, ତାର୍ ମାଆ ତାର୍ ବାଇମନ୍ ଆରି ତାର୍ ସିସ୍ମନର୍ ସଙ୍ଗ୍ କପର୍ନାଉମ୍ ଗଡେ ଜାଇ ତେଇ କେତେ ଦିନ୍ ପାରା ରଇଲାଇ ।
ଜିସୁ ଜିରୁସାଲମ୍ ମନ୍ଦିରେ ଗାଲା
(ମାତିଉ ୨୧:୧୨-୧୩; ମାର୍କ ୧୧:୧୫-୧୭; ଲୁକ୍ ୧୯:୪୫-୪୬)
13ସେ ବେଲା ଜିଉଦି ଲକ୍ମନର୍ ନିସ୍ତାର୍ ପରବ୍ କେଟି ଆଇତେ ରଇଲା । ସେଟାର୍ପାଇ ଜିସୁ ଜିରୁସାଲମେ ଗାଲା । 14ତେଇ ସେ ମନ୍ଦିର୍ ବିତ୍ରେ, ଲକ୍ମନ୍ ଗରୁଗାଇ ମେଣ୍ଡା, ଆରି ପାରୁଆମନ୍ ବେବାର୍ କର୍ବାଟା, ଆରି ବିନ୍ ଦେସର୍ ଡାବୁ ବାଦ୍ଲାଉମନ୍ ସେମନର୍ ଟେବୁଲେ ବସିରଇଲାଟା ଦେକ୍ଲା । 15ତେଇ ଜିସୁ କସିରା ସଙ୍ଗ୍ କର୍ଡା ତିଆର୍ କରି ମେଣ୍ଡା ଆରି ଗରୁମନର୍ ସଙ୍ଗ୍ ସବୁ ଲକ୍ମନ୍କେ ମନ୍ଦିରେଅନି ବାର୍କରାଇ ଦେଲା । ଆରି ଲକ୍ମନର୍ତେଇ ଅନି ବାଦ୍ଲାଇ ନେବା ଡାବୁ ସବୁ ବିଚିଦେଇ ସେମନର୍ ଟେବୁଲ୍ ପାସ୍ଲାଇ ଦେଲା । 16ପରୁଆ ବିକ୍ବା ଲକ୍ମନ୍କେ କଇଲା, “ଏ ସବୁ ଦିନ୍ସୁ ଇତିଅନି ଦାରିଜା । ମର୍ ବାବାର୍ ଗରେ ଗେନା ବିକା ଜାଗା ପାରା କରାନାଇ ।” 17ଏ ସବୁ ଗଟ୍ନା ଅଇବାବେଲେ ଜିସୁର୍ ସିସ୍ମନ୍ ପର୍ମେସରର୍ ସାସ୍ତରେ ଲେକାଅଇଲା ଗଟେକ୍ ବାକିଅ ଏତାଇଲାଇ । ତମର୍ ଗରର୍ ପାଇ ରଇବା ମର୍ ବକ୍ତି, ମର୍ ମନ୍ ବିତ୍ରେ ଜଇ ଲାଗ୍ଲା ପାରା ଲାଗ୍ଲାନି ।
18ତେଇ ଜିଉଦି ନେତାମନ୍ ଜିସୁର୍ ଲଗେ ବାଉଡି ଆସି ଏନ୍ତାରି କଇଲାଇ । “ତୁଇ ଏନ୍ତାରି ସବୁ କାମ୍ କର୍ବାକେ ଅଦିକାର୍ ପାଇଆଚୁସ୍ ବଲି ଆମେ କେନ୍ତି ଜାନ୍ବୁ ଆରି କାଇ ଚିନର୍ଲାଗି ଆମ୍କେ ସେଟା ଦେକାଇଲୁସ୍ନି ?” 19#ମାତିଉ ୨୬:୬୧;୨୭:୪୦; ମାର୍କ ୧୪:୫୮;୧୫:୨୯ଜିସୁ ସେମନ୍କେ କଇଲା, “ତମେ ଏ ମନ୍ଦିର୍ ବସ୍ଲାଇ ଦିଆସ୍ । ସେଟା ମୁଇ ତିନ୍ଦିନ୍ ବିତ୍ରେ ଆରିତରେକ୍ ତିଆର୍ କରିଦେବି ।”
20ଜିସୁର୍ ଏ କାତା ସୁନି ସେମନ୍ କଇଲାଇ, “କାଇଟା ! ତିନ୍ଦିନ୍ ବିତ୍ରେ ତୁଇ ତିଆର୍ କରି ପାରୁସ୍ କି ? ଏ ମନ୍ଦିର୍ ତିଆର୍ କର୍ବାକେ ଚାଲିସ୍ ଚଅ ବରସ୍ ଲାଗିରଇଲା ।”
21ମାତର୍ ଜିସୁ ତାର୍ ନିଜର୍ ଗାଗଡର୍ ବିସଇ ମନ୍ଦିର୍କେ ଦେକାଇ କରି ଏ କାତା କଇରଇଲା । 22ସେ ମରିକରି ଆରିତରେକ୍ ଜିବନ୍ ଅଇ ଉଟ୍ଲା ପଚେ ସିସ୍ମନର୍ ମନେ ପଡ୍ଲା ଜେ, ସେ ଏନ୍ତାରି କଇରଇଲା । ତେବର୍ପାଇ ସେମନ୍ ଦରମ୍ ସାସ୍ତର୍ ଆରି ଜିସୁର୍ ବାକିଅ ବିସ୍ବାସ୍ କଲାଇ ।
ଜିସୁ ମୁନୁସ୍ମନର୍ ଗୁନ୍ ଜାନେ
23ନିସ୍ତାର୍ ପରବ୍ବେଲେ ଜିସୁ ଜିରୁସାଲାମ୍ ରଇଲାବେଲେ କେତେକ୍ କେତେକ୍ ଲକ୍ ସେ କରିରଇବା କାବା ଅଇଜିବା କାମ୍ମନ୍ କଲାଟା ଦେକି ତାକେ ବିସ୍ବାସ୍ କଲାଇ । 24ମାତର୍ ଜିସୁ ସେ ଲକ୍ମନ୍ ବିସ୍ବାସ୍ କରିରଇବାଟା ସତ୍ବଲି ବାବେନାଇ । କାଇକେ ବଇଲେ ସେ ସବୁ ଲକର୍ ବିସଇ ସେ ନିକସଙ୍ଗ୍ ଜାନି ରଇଲା । 25ଲକ୍ମନର୍ ବିସଇନେଇକରି ତାକେ, କେ ମିସା କାଇଟାବଲି କଇବାର୍ ଦର୍କାର୍ ନ ରଇଲା, କାଇକେବଇଲେ ସେ ତାକର୍ ମନ୍ ବିତ୍ରର୍ କାତା, ନିଜେ ଜାନି ରଇଲା ।
اکنون انتخاب شده:
ଜଅନ୍ 2: NTSaa20
هایلایت
به اشتراک گذاشتن
کپی
می خواهید نکات برجسته خود را در همه دستگاه های خود ذخیره کنید؟ برای ورودثبت نام کنید یا اگر ثبت نام کرده اید وارد شوید
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020