1
ଜଅନ୍ 7:38
ସତିଅର୍ ବାଟ୍, ନୁଆ ନିୟମ୍, 2020
ଜେ ମକେ ବିସ୍ବାସ୍ କର୍ସି, ସେ ଆସି କାଅ । କାଇକେବଇଲେ ପର୍ମେସରର୍ ସାସ୍ତରେ ଏନ୍ତି ଲେକା ଆଚେ, ଜେ ମର୍ଟାନେ ବିସ୍ବାସ୍ କର୍ସି ତାର୍ ମନ୍ ବିତ୍ରେଅନି ନ ସାର୍ବା ଜିବନ୍ ଦେବା ପାନି ଉଚ୍ଲି କରି ବାରଇସି ।”
Comparar
Explorar ଜଅନ୍ 7:38
2
ଜଅନ୍ 7:37
ପରବର୍ ସାରାସାରି ଦିନେ, ଜନ୍ଟାକି ମୁକିଅ ଦିନେ, ଜିସୁ ଟିଆଅଇ ଆକ୍ମାରି କଇଲା, “ଜଦି କାକେ ସସ୍ କଲାନି, ସେ ମର୍ ଲଗେ ଆସ ।
Explorar ଜଅନ୍ 7:37
3
ଜଅନ୍ 7:39
ଜିସୁ ଜିବନ୍ ଦେବା ପାନି ବଲି ସୁକଲ୍ ଆତ୍ମାର୍ ବିସଇ କଇତେ ରଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ ପଚେ ପର୍ମେସର୍ ଏ ସୁକଲ୍ ଆତ୍ମା ଦେଇସି । ମାତର୍ ଏବେ ଜାକ, କାକେ ଦେଇ ନ ରଇଲାଇ । କାଇକେବଇଲେ ଜିସୁ ସେବେଲା ଜାକ ମଇମାଇ ପୁରାପୁରୁନ୍ ନ ଅଇରଇଲା ।
Explorar ଜଅନ୍ 7:39
4
ଜଅନ୍ 7:24
ବାଇରର୍ ବିସଇ ଦେକିକରି କାଇ ବିଚାର୍ କରାନାଇ । ଜନ୍ଟା ଟିକ୍, ସେ ଇସାବେ ବିଚାର୍ କରା ।”
Explorar ଜଅନ୍ 7:24
5
ଜଅନ୍ 7:18
ଜନ୍ ଲକ୍ ନିଜର୍ ଅଦିକାରେଅନି କାତା କଇସି ସେ ନିଜେ ମଇମା ପାଇ ଅଇବାକେ କଇସି । ମାତର୍ ଜନ୍ଲକ୍ ମକେ ପାଟାଇଲା ଲକ୍ ସନ୍ମାନ୍ ପାଅ ବଲି ମନ୍ କର୍ସି ବଇଲେ, ସେ ମିଚ୍ ନ କଇ ସତ୍ କାତା କଇସି । ଆରି ତାର୍ଟାନେ କାଇ ବୁଲ୍ ବିସଇ ନ ରଏ ।
Explorar ଜଅନ୍ 7:18
6
ଜଅନ୍ 7:16
ଜିସୁ ସେମନ୍କେ କଇଲା, “ମୁଇ ସିକାଇଦେବା ଏ ସିକିଆ ମର୍ ନିଜର୍ଟାନେ ଅନି ନଏଁ, ମାତର୍ ମକେ ପାଟାଇରଇବା ପର୍ମେସରର୍ ତେଇଅନି ଆସିଆଚେ ।
Explorar ଜଅନ୍ 7:16
7
ଜଅନ୍ 7:7
ଏ ଦୁନିଆର୍ ଲକ୍ମନ୍ ତମ୍କେ ଗିନ୍ ନ କରତ୍, ମାତର୍ ମକେ ଗିନ୍ କର୍ବାଇ । କାଇକେ ବଇଲେ ସେମନ୍ କର୍ବା କାମ୍ମନ୍ କାରାପ୍ ବଲି ମୁଇ ଜାନାଇଲିନି ।
Explorar ଜଅନ୍ 7:7
Inicio
Biblia
Planes
Videos