1
ମାର୍କଲିଖିତ ସୁସମାଚାର 15:34
ପବିତ୍ର ବାଇବଲ (CL) NT (BSI)
ଅପରାହ୍ନ ତିନିଟାବେଳେ ଯୀଶୁ ଉଚ୍ଚସ୍ୱରରେ କହଲେ, “ଏଲୋହୀ, ଏଲୋହୀ, ଲାମା ଶବକ୍ଥାନୀ।” ଅର୍ଥାତ୍, “ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ମୋତେ କାହିଁକି ପରିତ୍ୟାଗ କରିଛ?”
Compare
Explore ମାର୍କଲିଖିତ ସୁସମାଚାର 15:34
2
ମାର୍କଲିଖିତ ସୁସମାଚାର 15:39
ଜଣେ ସେନାପତି ଯୀଶୁଙ୍କ କ୍ରୁଶ ସମ୍ମୁଖରେ ଠିଆହୋଇ ସେ କିପରି ଭାବରେ ପ୍ରାଣତ୍ୟାଗ କଲେ, ଲକ୍ଷ୍ୟ କରୁଥିଲା। ସେ କହିଲା, “ଏହି ବ୍ୟକ୍ତି ବାସ୍ତବିକ୍ ଈଶ୍ୱରଙ୍କ ପୁତ୍ର।”
Explore ମାର୍କଲିଖିତ ସୁସମାଚାର 15:39
3
ମାର୍କଲିଖିତ ସୁସମାଚାର 15:38
ମନ୍ଦିରରେ ଝୁଲୁଥିବା ପରଦା ଉପରୁ ତଳ ପର୍ଯ୍ୟନ୍ତ ଦୁଇଖଣ୍ଡ ହୋଇ ଚିରିଗଲା।
Explore ମାର୍କଲିଖିତ ସୁସମାଚାର 15:38
4
ମାର୍କଲିଖିତ ସୁସମାଚାର 15:37
ଯୀଶୁ ସେହିକ୍ଷଣି ଉଚ୍ଚସ୍ୱରରେ ଚିକ୍ରାର କରି ପ୍ରାଣତ୍ୟାଗ କଲେ।
Explore ମାର୍କଲିଖିତ ସୁସମାଚାର 15:37
5
ମାର୍କଲିଖିତ ସୁସମାଚାର 15:33
ସେଦିନ ମଧ୍ୟାହ୍ନବେଳୁ ତିନି ଘଣ୍ଟା ପର୍ଯ୍ୟନ୍ତ ସାରା ଦେଶରେ ଅନ୍ଧକାର ଘୋଟିଗଲା।
Explore ମାର୍କଲିଖିତ ସୁସମାଚାର 15:33
6
ମାର୍କଲିଖିତ ସୁସମାଚାର 15:15
ପିଲାତ ଜନତାକୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ, ତେଣୁ ସେ ବାରବ୍ବାକୁ ମୁକ୍ତ କରିଦେଲେ ଏବଂ ଯୀଶୁଙ୍କୁ କୋରଡ଼ାରେ ମାରି କ୍ରୁଶବିଦ୍ଧ କରିବା ପାଇଁ ସେମାନଙ୍କ ହାତରେ ଛାଡ଼ି ଦେଲେ।
Explore ମାର୍କଲିଖିତ ସୁସମାଚାର 15:15
Home
Bible
Plans
Videos