YouVersion Logo
Search Icon

ମାର୍କଲିଖିତ ସୁସମାଚାର 15:39

ମାର୍କଲିଖିତ ସୁସମାଚାର 15:39 ODCLBSI

ଜଣେ ସେନାପତି ଯୀଶୁଙ୍କ କ୍ରୁଶ ସମ୍ମୁଖରେ ଠିଆହୋଇ ସେ କିପରି ଭାବରେ ପ୍ରାଣତ୍ୟାଗ କଲେ, ଲକ୍ଷ୍ୟ କରୁଥିଲା। ସେ କହିଲା, “ଏହି ବ୍ୟକ୍ତି ବାସ୍ତବିକ୍ ଈଶ୍ୱରଙ୍କ ପୁତ୍ର।”