1
ମାର୍କ 15:34
ପବିତ୍ର ବାଇବଲ (Re-edited) - (BSI)
ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ଵରରେ ଡାକି କହିଲେ, ‘ଏଲୀ, ଏଲୀ, ଲାମା ଶବକ୍ଥାନୀ?ʼ ଅର୍ଥାତ୍, ହେ ମୋହର ଈଶ୍ଵର, ହେ ମୋହର ଈଶ୍ଵର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?
နှိုင်းယှဉ်
ମାର୍କ 15:34ရှာဖွေလေ့လာလိုက်ပါ။
2
ମାର୍କ 15:39
ତାହାଙ୍କ ସମ୍ମୁଖରେ ଠିଆ ହୋଇଥିବା ଶତସେନାପତି ତାହାଙ୍କର ଏହି ପ୍ରକାର ପ୍ରାଣତ୍ୟାଗ ଦେଖି କହିଲେ, ସତ୍ୟ, ଏହି ବ୍ୟକ୍ତି ଈଶ୍ଵରଙ୍କ ପୁତ୍ର ଥିଲେ।
ମାର୍କ 15:39ရှာဖွေလေ့လာလိုက်ပါ။
3
ମାର୍କ 15:38
ପୁଣି, ମନ୍ଦିରର ବିଚ୍ଛେଦ-ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ତ ହେଲା।
ମାର୍କ 15:38ရှာဖွေလေ့လာလိုက်ပါ။
4
ମାର୍କ 15:37
କିନ୍ତୁ ଯୀଶୁ ଉଚ୍ଚ ସ୍ଵର କରି ପ୍ରାଣତ୍ୟାଗ କଲେ।
ମାର୍କ 15:37ရှာဖွေလေ့လာလိုက်ပါ။
5
ମାର୍କ 15:33
ବାର ଘଣ୍ଟା ସମୟରେ ଦେଶଯାକ ଅନ୍ଧକାର ଘୋଟିଯାଇ ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା।
ମାର୍କ 15:33ရှာဖွေလေ့လာလိုက်ပါ။
6
ମାର୍କ 15:15
ଏଣୁ ପୀଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ।
ମାର୍କ 15:15ရှာဖွေလေ့လာလိုက်ပါ။
ပင်မစာမျက်နှာ
သမ္မာကျမ်းစာ
အစီအစဉ်များ
ဗီဒီယိုများ