1
ମାତିଉ 18:20
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
କାୟ୍ତାକ୍ବଃଲେକ୍ ଜୁୟ୍ ଟାଣେ ଦୁୟ୍ କି ତିନିଲକ୍ ମର୍ ନାଉଁଏ ଗଟେତଃୟ୍ଁ ରୁଣ୍ଡ୍ତି, ସେ ଟାଣେ ମୁଁୟ୍ ସେମଃନାର୍ ତଃୟ୍ ରଃୟ୍ନ୍ଦ୍ ।”
비교
ମାତିଉ 18:20 살펴보기
2
ମାତିଉ 18:19
“ଆର୍ ମୁଁୟ୍ ତୁମିକେ ସଃତ୍ କଃତା କଃଉଁଲେ, ହୁର୍ତିବିଏ ତୁମାର୍ ବିତ୍ରେ ଦୁୟ୍ ଲକ୍ ଜୁୟ୍ ବିସୟ୍ ହେଁ ଗଟେକ୍ ମଃନେ ଜାୟ୍ରି ହେଁ ମାଗାସ୍, ମର୍ ସଃର୍ଗାର୍ ଉବାର୍ ଆତେ ସେ ଅଃଦିକାର୍ ଆଚେ, ସେରି ତୁମାର୍ ଗିନେ ଅୟ୍ଦ୍ ।
ମାତିଉ 18:19 살펴보기
3
ମାତିଉ 18:2-3
ଜିସୁ ଗଟେକ୍ ସାନ୍ ହିଲାକ୍ ଚଃମେ କୁଦି ସେମଃନାର୍ ମଃଜାୟ୍ ଟିଆ କଃରାୟ୍ କୟ୍ଲା, “ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ଲେଉଟି ସାନ୍ ହିଲା ହର୍ ନୟ୍ଲେକ୍, କଃବେ ହେଁ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ ।
ମାତିଉ 18:2-3 살펴보기
4
ମାତିଉ 18:4
କୁୟ୍ ମାନାୟ୍ ଇ ସାନ୍ ହିଲା ହର୍ ଅଃହ୍ଣାକ୍ ସାନ୍ କଃରେଦ୍, ସେ ସଃର୍ଗ୍ ରାଇଜେ ସଃବ୍କେ ବଃଡ୍ ଅୟ୍ଦ୍ ।
ମାତିଉ 18:4 살펴보기
5
ମାତିଉ 18:5
ଆର୍ କୁୟ୍ ମାନାୟ୍ ମର୍ ନାଉଁଏ ଇ ହର୍ ଗଟେକ୍ ସାନ୍ ହିଲାକେ ଆଗଳି ଦଃରେଦ୍, ସେ ମକେ ଆଗଳି ଦଃରେଦ୍ ।”
ମାତିଉ 18:5 살펴보기
6
ମାତିଉ 18:18
“ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ହୁର୍ତିବିଏ ଜାୟ୍ରି ସଃବୁ ବଃନ୍ଦ୍ କଃରାସ୍, ସଃର୍ଗେ ସେରି ସଃବୁ ବଃନ୍ଦ୍ କଃରା ଅୟ୍ଦ୍, ଆରେକ୍ ସଃଙ୍ଗ୍ସାରେ ଜାୟ୍ରି ସଃବୁ ଉଗାଳାସ୍, ସଃର୍ଗେ ହେଁ ସେରି ସଃବୁ ଉଗାଳା ଅୟ୍ଦ୍ ।”
ମାତିଉ 18:18 살펴보기
7
ମାତିଉ 18:35
ଜିସୁ କଃତା କୟ୍ସଃରାୟ୍ କୟ୍ଲା, “ତୁମିମଃନ୍ ହଃତି ଲକ୍ ଜଦି ମଃନ୍ ବିତ୍ରେହୁଣି ସଃର୍ଦା ମଃନେ ଅଃହ୍ଣା ଅଃହ୍ଣାର୍ ବାୟ୍ମଃନ୍କେ କେମା ନଃକେରାସ୍, ତଃବେ ମର୍ ସଃର୍ଗାର୍ ଉବା ହେଁ ତୁମିମଃନ୍କେ ସେନ୍କଃରି କେମା ନଃକେରେ ।”
ମାତିଉ 18:35 살펴보기
8
ମାତିଉ 18:6
“ମଃତର୍ ଜୁୟ୍ଲକ୍ ମକ୍ ବିସ୍ୱାସ୍ କଃର୍ତା ଇ ସାନ୍ ହିଲାମଃନାର୍ ବିତ୍ରାର୍ ଏକ୍ଲାକେ ବାଦା ଦଃୟଃଦ୍, ତାର୍ ଗଃଳାୟ୍ ଗଟେକ୍ ବଃଡ୍ ଜଃତା ଟେଳା ଅଳାୟ୍ ସଃମ୍ନ୍ଦେ ହଃକାୟ୍ଲେକ୍ ତାର୍ ଗିନେ ନିକ ଅୟ୍ଲି ହୁଣି ।
ମାତିଉ 18:6 살펴보기
9
ମାତିଉ 18:12
“ତୁମିମଃନ୍ କାୟ୍ରି ମଃନେ କଃରୁଲାସ୍ ? କୁୟ୍ ଲକାର୍ ହାଁଚ୍ କଳି ମେଣ୍ଡା ରେତି, ଆର୍ ସେମଃନାର୍ ବିତ୍ରେ ଗଟେକ୍ ଆଜେଦ୍, ତଃବେ କାୟ୍ ଗଟେକ୍ ଉଣା ହାଁଚ୍ କଳି ମେଣ୍ଡାକେ ଡଙ୍ଗ୍ରେ ଚାଡି ସେ ଜାୟ୍ ସେ ଆଜ୍ଲା ମେଣ୍ଡାକେ ନଃଲଳେ ?
ମାତିଉ 18:12 살펴보기
홈
성경
묵상
동영상