1
ମାତିଉ 16:24
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ସଃଡେବଃଳ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, “କେ ମର୍ ହଃଚେ ହଃଚେ ଆସୁକ୍ ମଃନ୍ କଃରେଦ୍, ତଃବେ ସେ ଅଃହ୍ଣାର୍ ଇଚାକ୍ ଚାଡ୍, ଆର୍ ଅଃହ୍ଣାର୍ କ୍ରୁସ୍ ବୟ୍କଃରି ମର୍ ହଃଚେ ହଃଚେ ଆସ ।
비교
ମାତିଉ 16:24 살펴보기
2
ମାତିଉ 16:18
ଆର୍ ମୁଁୟ୍ ହେଁ ତକେ କଃଉଁଲେ, ତୁୟ୍ ପିତର୍, ବଃଲେକ୍ ଟେଳା, ମଃତର୍ ଇ ଟେଳା ଉହ୍ରେ ମୁଁୟ୍ ମର୍ ମଣ୍ଡ୍ଳି ତିଆର୍ କଃରିନ୍ଦ୍, ଆର୍ ନଃର୍କାର୍ ବଃଳ୍ ତାକେ ଆରାଉଁକ୍ ନାହାରେ ।
ମାତିଉ 16:18 살펴보기
3
ମାତିଉ 16:19
ମୁଁୟ୍ ତକେ ସଃର୍ଗ୍ ରାଇଜାର୍ କୁଚିକାଡା ଦଃୟ୍ନ୍ଦ୍, ତୁୟ୍ ହୁର୍ତିବିଏ ଜାୟ୍ରି ବଃନ୍ଦ୍ କଃର୍ସି ସଃର୍ଗେ ହେଁ ସେରି ବଃନ୍ଦ୍ ରଃୟ୍ଦ୍, ଆରେକ୍ ହୁର୍ତିୟେ ଜାୟ୍ରି ମେଲା କଃର୍ସି ସଃର୍ଗେ ହେଁ ସେରି ମେଲା ଅୟ୍ଦ୍ ।”
ମାତିଉ 16:19 살펴보기
4
ମାତିଉ 16:25
ବଃଲେକ୍ କୁୟ୍ ମାନାୟ୍ ଅଃହ୍ଣାର୍ ଜିବନ୍ ବଚାଉଁକେ ମଃନ୍ କଃରେଦ୍, ସେ ତାର୍ ଜିବନ୍ ଆରାୟ୍ଦ୍, ମଃତର୍ କୁୟ୍ ମାନାୟ୍ ମର୍ ଗିନେ ଅଃହ୍ଣାର୍ ଜିବନ୍ ଆରାୟ୍ଦ୍, ସେ ତାର୍ ଜିବନ୍ ରଃକ୍ୟା କଃରେଦ୍ ।
ମାତିଉ 16:25 살펴보기
5
ମାତିଉ 16:26
ଆର୍ ଜଦି କେ ଜଃଗତାର୍ ସଃବୁ ଲାବ୍କଃରି ଅଃହ୍ଣାର୍ ଜିବନ୍ ଆରାୟ୍ଦ୍, ତଃବେ ତାର୍ କାୟ୍ ଲାବ୍ ଅୟ୍ଦ୍, ଆର୍ ଅଃହ୍ଣାର୍ ଜିବନ୍ ଲେଉଟି ହାଉତା ହାୟ୍ ସେ କାୟ୍ରି ଦେଉଁ ହାରେ ?
ମାତିଉ 16:26 살펴보기
6
ମାତିଉ 16:15-16
ଜିସୁ ସେମଃନ୍କେ ହଃଚାର୍ଲା, “ମଃତର୍ ମୁଁୟ୍ କେ ବଃଲି ତୁମିମଃନ୍ କାୟ୍ରି କଃଉଁଲାସ୍ ?” ସିମନ୍ ପିତର୍ କୟ୍ଲା, “ତୁୟ୍ କ୍ରିସ୍ଟ, ଜିବନ୍ ଇସ୍ୱରାର୍ ହୟ୍ସି ।”
ମାତିଉ 16:15-16 살펴보기
7
ମାତିଉ 16:17
ତାର୍ହଃଚେ ଜିସୁ କୟ୍ଲା, “ଏ ଜୁନସାର୍ ହୟ୍ସି ସିମନ୍ ତର୍ ବାୟ୍ଗ୍, ବଃନି ଆର୍ ମାସ୍ ବଃଲେକ୍ ମାନାୟ୍ ତକେ ଇରି କଃଉଁକେ ନଃକୟ୍କଃରି, ମଃତର୍ ମର୍ ସଃର୍ଗାର୍ ଉବା ନିଜେ ଇରି ତର୍ ମୁଏଁ କୟ୍ ଆଚେ ।
ମାତିଉ 16:17 살펴보기
홈
성경
묵상
동영상