ସେତାକ୍ ସେ ଡର୍ଲଃଗେ ସାଟ୍ଣି ତିଆର୍ କଃରି ଗାୟ୍, ମେଣ୍ଡା ମଃନ୍କେ ମନ୍ଦିରେ ହୁଣି ବାର୍ କଃରି ଦିଲା । ଡାବୁ ବାଦ୍ଲାଉମଃନାର୍ ସଃବୁ ଟେବୁଲ୍ମଃନ୍କେ ଉଲ୍ଟାୟ୍ ଦଃୟ୍ ଟଃକା ବିଚ୍ରି ହଃକାୟ୍ଲା ଆର୍ ଜିସୁ ହାରୁଆ ବେବାରିମଃନ୍କେ କୟ୍ଲା, “ଇ ସଃବୁକ୍ ଇତି ହୁଣି ଦଃରି ଜାହା, ମର୍ ଉବାର୍ ଗଃର୍କେ ବେବାର୍ ଗଃର୍ କଃରା ନାୟ୍ ।”