Logo YouVersion
Icona Cerca

ଆଦି ପୁସ୍ତକ 25:32-33

ଆଦି ପୁସ୍ତକ 25:32-33 ODIAOV-BSI

ଏଷୌ ଉତ୍ତର କଲା, ଦେଖ, ମୁଁ ମଲା ପରି, ଜ୍ୟେଷ୍ଠାଧିକାରରେ ମୋର କି ଲାଭ? ଯାକୁବ କହିଲା, ତୁମ୍ଭେ ଆଜି ମୋʼ ନିକଟରେ ଶପଥ କର; ତହିଁରେ ସେ ତାହା ନିକଟରେ ଶପଥ କଲା; ଏହିରୂପେ ସେ ଆପଣା ଜ୍ୟେଷ୍ଠାଧିକାର ଯାକୁବକୁ ବିକ୍ରୟ କରିଦେଲା।

Video per ଆଦି ପୁସ୍ତକ 25:32-33