1
ମାତିଉ 4:4
ସତିଅର୍ ବାଟ୍, ନୁଆ ନିୟମ୍, 2020
ମାତର୍ ଜିସୁ କଇଲା, “ସାସ୍ତରେ ଲେକାଆଚେ ମୁନୁସ୍ ଅବ୍କା ରୁଟି କାଇକରି ନ ବଁଚେ, ମାତର୍ ପର୍ମେସରର୍ ଟଣ୍ଡେ ଅନି ବାରଇବା ସବୁ ବାକିଅ ଟାନେ ବଁଚ୍ସି ।”
Lee anya n'etiti ihe abụọ
Nyochaa ମାତିଉ 4:4
2
ମାତିଉ 4:10
ତେଇ ଜିସୁ ତାକେ କଇଲା “ମର୍ଟାନେଅନି ଦୁର୍ ଅ ସଇତାନ୍, ସାସ୍ତରେ ଲେକା ଆଚେ, ତୁଇ ପର୍ମେସର୍କେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।”
Nyochaa ମାତିଉ 4:10
3
ମାତିଉ 4:7
ଜିସୁ ସଇତାନ୍କେ କଇଲା, “ ପର୍ମେସରର୍ ସାସ୍ତରେ ଏନ୍ତି ଲେକାଆଚେ, ତୁଇ ତର୍ ମାପ୍ରୁ ପର୍ମେସର୍କେ ପରିକା କର୍ନାଇ ।”
Nyochaa ମାତିଉ 4:7
4
ମାତିଉ 4:1-2
ତାର୍ପଚେ ସୁକଲ୍ଆତ୍ମା ଜିସୁକେ ମରୁବାଲି ବୁଏଁ ଡାକିନେଲା । ତେଇ ସଇତାନ୍ ତାକେ ପରିକା କଲା । ଜିସୁ ଚାଲିସ୍ ଦିନ୍ ଚାଲିସ୍ ରାତି ଉପାସ୍ ରଇକରି ବିତାଇଲା ପଚେ, ତାକେ ବେସି ବୁକ୍ କଲା ।
Nyochaa ମାତିଉ 4:1-2
5
ମାତିଉ 4:19-20
ଜିସୁ ସେ ଦୁଇ ବାଇକେ ଡାକି କଇଲା, “ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ମାପ୍ରୁର୍ବାଟେ ଆନ୍ବାଟା ସିକାଇବି ।” ସେଦାପ୍ରେ ସେମନ୍ ଜାଲ୍ ଚାଡି, ଜିସୁର୍ ପଚେ ପଚେ ଗାଲାଇ ।
Nyochaa ମାତିଉ 4:19-20
6
ମାତିଉ 4:17
ସେ ବେଲାଇ ଅନି ଜିସୁ କଇବାର୍ ଆରାମ୍ କରି ଜାନାଇବାର୍ ଦାର୍ଲା । ପାପ୍ କର୍ବାତେଇଅନି ମନ୍ ବଦ୍ଲାଆ, ସରଗ୍ ରାଇଜ୍ ଲଗେ କେଟ୍ଲା ।
Nyochaa ମାତିଉ 4:17
Ebe Mmepe Nke Mbụ Nke Ngwá
Akwụkwọ Nsọ
Atụmatụ Ihe Ogụgụ Gasị
Vidiyo Gasị