1
ମାଥିଉଲିଖିତ ସୁସମାଚାର 11:28
ପବିତ୍ର ବାଇବଲ (CL) NT (BSI)
“ଗୁରୁଭାର ବହନକାରୀ କ୍ଳାନ୍ତ ମଣିଷ, ମୋ’ ନିକଟକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି।
Bandingkan
Telusuri ମାଥିଉଲିଖିତ ସୁସମାଚାର 11:28
2
ମାଥିଉଲିଖିତ ସୁସମାଚାର 11:29
ମୋର ଜୁଆଳି ବହନ କରି ମୋ’ଠାରୁ ଶିକ୍ଷଶ କର। କାରଣ ମୁଁ ନିଜେ ନମ୍ର ଓ କୋମଳମନା ହୋଇଥିବାରୁ ତୁମେ ମୋ’ ପାଖରେ ବିଶ୍ରାମ ପାଇବ।
Telusuri ମାଥିଉଲିଖିତ ସୁସମାଚାର 11:29
3
ମାଥିଉଲିଖିତ ସୁସମାଚାର 11:30
ମୁଁ ତୁମ୍ଭମାନଙ୍କ ଉପରେ ଯେଉଁ ଜୁଆଳି ରଖିବି, ତାହା ବହନ କରିବାକୁ ସହଜ। ପୁଣି ତୁମକୁ ଯେଉଁ ଭାର ଦେବି, ତା’ ମଧ୍ୟ ବେଶ୍ ହାଲୁକା।”
Telusuri ମାଥିଉଲିଖିତ ସୁସମାଚାର 11:30
4
ମାଥିଉଲିଖିତ ସୁସମାଚାର 11:27
“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।
Telusuri ମାଥିଉଲିଖିତ ସୁସମାଚାର 11:27
5
ମାଥିଉଲିଖିତ ସୁସମାଚାର 11:4-5
ଯୀଶୁ ଉତ୍ତର ଦେଇ କହିଲେ, “ତୁମ୍ଭେମାନେ ଫେରିଯାଇ ଯାହା ସବୁ ଶୁଣଛ ଓ ଦେଖୁଛ, ଯୋହନଙ୍କୁ ଜଣାଇ ଦିଅ। ଅନ୍ଧମାନେ ଦୃଷ୍ଟି ପାଉଛନ୍ତି, ଛୋଟାମାନେ ଚାଲୁଛନ୍ତି, କଷ୍ଠୀମାନେ ଶଉଚି ହେଉଛନ୍ତି, ବଧିରମାନେ ପୁନର୍ଜୀବିତ ହେଉଛନ୍ତି ଓ ଦୀନହୀନ ଲୋକମାନଙ୍କ ନିକଟରେ ମଧ୍ୟ ଶଉଭବାତ୍ତା ପ୍ରଚାର କରାଯାଉଛି।
Telusuri ମାଥିଉଲିଖିତ ସୁସମାଚାର 11:4-5
6
ମାଥିଉଲିଖିତ ସୁସମାଚାର 11:15
ଶୁଣିବା ପରି କାନ ଥିଲେ ଶୁଣ।
Telusuri ମାଥିଉଲିଖିତ ସୁସମାଚାର 11:15
Beranda
Alkitab
Rencana
Video