YouVersion logo
Ikona pretraživanja

ଆଦି ପୁସ୍ତକ 27:36

ଆଦି ପୁସ୍ତକ 27:36 ODIAOV-BSI

ତହିଁରେ ଏଷୌ କହିଲା, ତାହାର ଯଥାର୍ଥ ନାମ କି ଯାକୁବ ନୁହେଁ? ଯେହେତୁ ସେ ଦୁଇଥର ମୋତେ ପ୍ରବଞ୍ଚନା କଲା, ସେ ପୂର୍ବରେ ମୋର ଜ୍ୟେଷ୍ଠାଧିକାର ହରଣ କରିଥିଲା, ପୁଣି ଦେଖ, ଏବେ ମୋର (ପ୍ରାପ୍ତବ୍ୟ) ଆଶୀର୍ବାଦ ହିଁ ହରଣ କଲା। ସେ ପୁନର୍ବାର କହିଲା, ଆପଣ କି ମୋʼ ନିମନ୍ତେ ଗୋଟିଏ ଆଶୀର୍ବାଦ ରଖି ନାହାନ୍ତି?