1
ଆଦି ପୁସ୍ତକ 18:14
ପବିତ୍ର ବାଇବଲ (Re-edited) - (BSI)
ସଦାପ୍ରଭୁଙ୍କ ଆଶ୍ଚର୍ଯ୍ୟ କେଉଁ କର୍ମ? ଏହି ଋତୁ ପୁନର୍ବାର ଉପସ୍ଥିତ ହେଲେ, ନିରୂପିତ ସମୟରେ ଆମ୍ଭେ ଫେରି ଆସିବା, ସେସମୟକୁ ସାରାର (କୋଳରେ) ପୁତ୍ର ଥିବ।
Usporedi
Istraži ଆଦି ପୁସ୍ତକ 18:14
2
ଆଦି ପୁସ୍ତକ 18:12
ଏନିମନ୍ତେ ସାରା ହସି ମନେ ମନେ କହିଲେ, ମୋହର ଏହି ଶୀର୍ଣ୍ଣାବସ୍ଥାରେ କି ଏରୂପ ଆନନ୍ଦ ହେବ? ବିଶେଷତଃ ମୋହର ପ୍ରଭୁ ମଧ୍ୟ ବୃଦ୍ଧ।
Istraži ଆଦି ପୁସ୍ତକ 18:12
3
ଆଦି ପୁସ୍ତକ 18:18
ଅବ୍ରହାମଠାରୁ ଏକ ମହତୀ ଓ ବଳବତୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ।
Istraži ଆଦି ପୁସ୍ତକ 18:18
4
ଆଦି ପୁସ୍ତକ 18:23-24
ଅନନ୍ତର ଅବ୍ରହାମ ନିକଟକୁ ଯାଇ କହିଲେ, ଆପଣ କି ଦୁଷ୍ଟ ସହିତ ଧାର୍ମିକକୁ ସଂହାର କରିବେ? ହୋଇପାରେ, ନଗର ମଧ୍ୟରେ ପଚାଶ ଜଣ ଧାର୍ମିକ ଥିବେ; ତହିଁ ମଧ୍ୟବର୍ତ୍ତୀ ପଚାଶ ଜଣ ଧାର୍ମିକଙ୍କ ସକାଶେ କି ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ?
Istraži ଆଦି ପୁସ୍ତକ 18:23-24
5
ଆଦି ପୁସ୍ତକ 18:26
ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଯେବେ ସଦୋମ ନଗରରେ ପଚାଶ ଜଣ ଧାର୍ମିକ ଦେଖିବା, ତେବେ ସେମାନଙ୍କ ସକାଶେ ସମସ୍ତ ସ୍ଥାନ ରକ୍ଷା କରିବା।
Istraži ଆଦି ପୁସ୍ତକ 18:26
Početna
Biblija
Planovi
Filmići