Logo YouVersion
Îcone de recherche

ମାତିଉ 5:29-30

ମାତିଉ 5:29-30 SAA25

ସେଟାର୍‌ପାଇଁ ତମର୍‌ ଉଜାବାଟର୍‌ ଆଁକିର୍‌ ଲାଗି ତମେ ପାପ୍‌କରିଆଚାସ୍‌, ତେବେ ସେଟା ବେଟି ପିଙ୍ଗି ଦିଆସ୍‌, କାଇକେ ବଇଲେ ତମର୍‌ ସବୁ ଗାଗଡ୍‌ ନର୍‌କେ ଜିବା ବାଦୁଲେ ଗଟେକ୍‌ ଆଁକି ନସ୍‌ଟ ଅଇବାଟା ତମର୍‌ପାଇ ନିକ । ଜଦି ତମର୍‌ ଉଜା ଆତ୍‌ ତମ୍‌କେ ପାପ୍‌ କାମ୍‌ କରାଇଲାନି ବଇଲେ, ସେଟା କାଟି ପିଙ୍ଗି ଦିଆସ୍‌, କାଇକେ ବଇଲେ ତମର୍‌ ସବୁ ଗାଗଡ୍‌ ନର୍‌କେ ଜିବା ବାଦୁଲେ ଗଟେକ୍‌ ଆତ୍‌ ନସ୍‌ଟ ଅଇବାଟା ନିକ ।”

Plans de lecture et méditations gratuites relatifs àମାତିଉ 5:29-30