1
ମାତିଉ 11:28
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
“ଏ ତାକ୍ଲା ଆର୍ ବଜ୍ ବୟ୍ଲା ଲକ୍ମଃନ୍, ମର୍ ତଃୟ୍ ଆସା, ମୁଁୟ୍ ତୁମିମଃନ୍କେ ବିସାଉଁକ୍ ଦଃୟ୍ନ୍ଦ୍ ।
Vertaa
Tutki ମାତିଉ 11:28
2
ମାତିଉ 11:29
ମର୍ ଜିଅଡି ଅଃହ୍ଣା ଅଃହ୍ଣାର୍ କଃନ୍ଦେ ବଃଉଆ, ଆର୍ ମର୍ ତଃୟ୍ହୁଣି ସିକା, କାୟ୍ତାକ୍ବଃଲେକ୍ ମୁଁୟ୍ ନିଜେ ଦିର୍ ଆର୍ ମଃନ୍ ସୁଦାର୍ ଅୟ୍ ଆଚି, ସେତାକ୍ ତୁମିମଃନ୍ ମର୍ ତଃୟ୍ ଜିବନ୍ ବିତ୍ରେ ବିସାଉଁ ହାରାସ୍ ।
Tutki ମାତିଉ 11:29
3
ମାତିଉ 11:30
ଆରେକ୍ ମୁଁୟ୍ ଜୁୟ୍ ଜିଅଡି ଦଃୟ୍ନ୍ଦ୍ ସେରି ବଃଉଁକେ ନିକ ଆର୍ ଉହାସ୍ ।”
Tutki ମାତିଉ 11:30
4
ମାତିଉ 11:27
“ମର୍ ଉବାର୍ ଅଃଦିକାରେ ରିଲା ସଃବୁ ଅଃଦିକାର୍ ମକ୍ ଦିଆ ଅୟ୍ଆଚେ, ଆର୍ ହୟ୍ସିକେ କେ ନଃଜାଣ୍ତି, ମଃତର୍ ଉବାସି ହଃକା ଜାଣିଆଚେ, ଆରେକ୍ ଉବାକ୍ କେ ନଃଜାଣ୍ତି, ମଃତର୍ ହଅ ହଃକା ଜାଣିଆଚେ, ଆର୍ ହଅ ଜୁୟ୍ମଃନ୍କ୍ ଉବାକ୍ ଜାଣାଉଁକ୍ ମଃନ୍ କଃରେଦ୍, ସେମଃନ୍ ହଃକା ଜାଣ୍ତି ।”
Tutki ମାତିଉ 11:27
5
ମାତିଉ 11:4-5
ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ବାଉଳି ଜାହା ଆର୍ ଜାୟ୍ ଜାୟ୍ରି ସୁଣୁଲାସ୍ ଆର୍ ଦଃକୁଲାସ୍ ସେରି ସଃବୁ ଜହନ୍କେ ଜାଣାଉଆ । କାଣାମଃନ୍ ଦଃକୁ ହାରୁଲାୟ୍, ଚଟାମଃନ୍ ଇଣ୍ଡୁ ହାରୁଲାୟ୍, ବଃଡ୍ ରଗି ଉଜ୍ ଅଃଉଁଲାୟ୍, ବଃୟ୍ରାମଃନ୍ ସୁଣୁ ହାରୁଲାୟ୍, ମଃଲା ଲକ୍ମଃନ୍ ଉଟୁଲାୟ୍ ଆର୍ ଦୁକିଦିନାରି ଲକ୍ମଃନାର୍ ତଃୟ୍ ହେଁ ନିକ କବୁର୍ ପର୍ଚାର୍ କଃରା ଅଃଉଁଲି ।
Tutki ମାତିଉ 11:4-5
6
ମାତିଉ 11:15
ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।”
Tutki ମାତିଉ 11:15
YouVersion käyttää evästeitä mukauttaakseen käyttökokemustasi. Käyttämällä verkkosivustoamme hyväksyt evästeiden käytön Tietosuojakäytännössämme kuvatulla tavalla
Koti
Raamattu
Suunnitelmat
Videot