ମାର୍କ 11:17
ମାର୍କ 11:17 ODIAOV-BSI
ପୁଣି ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, ଏହା କଅଣ ଲେଖା ନାହିଁ, ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି ବିଖ୍ୟାତ ହେବ? କିନ୍ତୁ ତୁମ୍ଭେମାନେ ତାହାକୁ ‘ଦସ୍ୟୁମାନଙ୍କ ଗହ୍ଵରʼ କରିଅଛ।