ତରେକ୍ ସେମନର୍ସଙ୍ଗ୍ ମିସିକରି କାଇବା ବେଲେ, ସେ ଏ ଆଦେସ୍ ଦେଲା, “ଜିରୁସାଲମ୍ ଚାଡାନାଇ । ମାତର୍ ଜନ୍ଟା ମର୍ ସରଗର୍ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍ବା ଜାକ ଜାଗିରୁଆ । କାଇକେବଇଲେ ଜଅନ୍ ପାନିତେଇ ଡୁବନ୍ ଦେଇରଇଲା, ମାତର୍ କେତେ ଦିନ୍ ବିତ୍ରେ ପର୍ମେସର୍ ତମ୍କେ ସୁକଲ୍ ଆତ୍ମାଇ ଡୁବନ୍ ଦେଇସି ।”