YouVersion Logo
Search Icon

ପେରିତ୍‌ 1:10-11

ପେରିତ୍‌ 1:10-11 NTSAA20

ସେ ସର୍‌ଗେ ଗାଲାପଚେ ମିସା ସେମନ୍‌ ଆଁକି ମରାଇକରି ଉପ୍‌ରେ ସେ ଦେକ୍‌ତେ ରଇଲାଇ । ସେଡ୍‌କିବେଲେ ଏଦେ ଦେକା ! ଦବ୍‌ ପଚିଆ ପିନ୍ଦ୍‌ଲା ଦୁଇ ଲକ୍‌, ସେମନର୍‌ ମୁଆଟେ ଆସି ଟିଆଅଇଲାଇ । ଆରି କଇଲାଇ “ଏ ଗାଲିଲିର୍‌ ଲକ୍‌ମନ୍‌, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍‌ଲାସ୍‌ନି ? ଏ ଜିସୁକେ ପର୍‌ମେସର୍‌ ତମର୍‌ଟାନେଅନି ସର୍‌ଗେ ନେଲା ଆଚେ । ସେ ସର୍‌ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍‌ତନିତେଇ ଆଇବାଟା ଦେକ୍‌ସା ।”