1
ଲୁକ 13:24
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
“ସାକୁଳ୍ ଦୁଆର୍ ଦଃୟ୍ ଜଃଉଁକେ ହାରୁ ସଃକାତ୍ ଉପାୟ୍ କଃରା, ବଃଲେକ୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଗାଦେକ୍ ଲକ୍ମଃନ୍ ମାପ୍ରୁର୍ ରାଇଜେ ଜଃଉଁକେ ହାରୁ ସଃକାତ୍ ଉପାୟ୍ କଃର୍ତି, ମଃତର୍ ଜଃଉଁକେ ନାହାର୍ତି ।
Compare
Explore ଲୁକ 13:24
2
ଲୁକ 13:11-12
ଆର୍ ଦଃକା ସେତି ଗଟେକ୍ ଦୁସ୍ଟ୍ ଆତ୍ମା ଡଃସିରିଲା ମାୟ୍ଜି ରିଲି, ସେ ଅଃଟ୍ର ବଃର୍ସ୍ ହଃତେକ୍ କୁବ୍ଳି ଅୟ୍ରିଲି, ସେ ସଃଳ୍କେ ଅୟ୍ ଟିଆ ଅଃଉଁକେ ନଃହାର୍ତିରିଲି । ଜିସୁ ତାକ୍ ଦଃକି ଲଃଗେ କୁଦି କୟ୍ଲା, “ଏ ଆୟା, ତୁୟ୍ ନିକ ଅୟ୍ଲିସ୍ !”
Explore ଲୁକ 13:11-12
3
ଲୁକ 13:13
ଆର୍ ଜିସୁ ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲା, ଆର୍ ସେଦାହ୍ରେ ସେ ସଃଳ୍କ୍ ଅୟ୍ ଟିଆ ଅୟ୍ଲି, ଆର୍ ସେ ଇସ୍ୱରାର୍ ଗୁଣ୍ଗାଉଁକେ ଦଃର୍ଲି ।
Explore ଲୁକ 13:13
4
ଲୁକ 13:30
ଆର୍ ଦଃକା, ଜୁୟ୍ ଲକ୍ମଃନ୍ ଅଃବେ ହଃଚେ ଆଚ୍ତି ସେମଃନ୍ ଆଗାଳି ଅଃଉତି ଆର୍ ଆଗାଳି ରିଲା ଲକ୍ମଃନ୍ ହଃଚେ ଅଃଉତି ।”
Explore ଲୁକ 13:30
5
ଲୁକ 13:25
ଗଃରାର୍ ମୁଳିକା ଉଟି ଦୁଆର୍ ଡାହ୍ଲା ହଃଚେ, ଜଃଡେବଃଳ୍ ତୁମିମଃନ୍ ହଃଦାୟ୍ ଟିଆ ଅୟ୍ରିଆସ୍ ଆର୍ ଏ ମାପ୍ରୁ ଅଃମାର୍ ଗିନେ କାହାଟ୍ ଉଗାଳ୍, ଇରି କୟ୍ କଃହାଟେ ମାରୁକେ ଦଃରାସ୍, ସଃଡେବଃଳ୍ ସେ ତୁମିକେ କୟ୍ଦ୍, ତୁମିମଃନ୍ କୁୟ୍ତିର୍ ଲକ୍, ସେରି ମୁୟ୍ଁ ନଃଜାଣି ।
Explore ଲୁକ 13:25
6
ଲୁକ 13:5
ମୁଁୟ୍ ମଃତର୍ ତୁମିମଃନ୍କେ କଃଉଁଲେ, ହାହେହୁଣି ମଃନ୍ ନଃବାଦ୍ଲାୟ୍ଲେକ୍ ତୁମିମଃନ୍ ହେଁ ସେବାନ୍ୟା ନଃସ୍ଟ୍ ଅଃଉଆସ୍ ।”
Explore ଲୁକ 13:5
7
ଲୁକ 13:27
ମଃତର୍ ସେ ତୁମିକେ କୟ୍ଦ୍, ତୁମିମଃନ୍ କୁୟ୍ତିର୍ ଲକ୍ ସେରି ମୁଁୟ୍ ନଃଜାଣି, ରେ ଅଃଦଃର୍ମିମଃନ୍ ସଃବୁ ମର୍ ମୁଏଁହୁଣି ଦୁର୍ ଅଃଉଆ ।
Explore ଲୁକ 13:27
8
ଲୁକ 13:18-19
ସେତାକ୍ ଜିସୁ କୟ୍ଲା, “ମାପ୍ରୁର୍ ରାଇଜ୍ କାର୍ ହର୍ ? ଆରେକ୍ କାର୍ ସଃଙ୍ଗ୍ ମୁଁୟ୍ ତାର୍ ତୁଳ୍ନା କଃରିନ୍ଦ୍ ? ସେରି ଇବାନ୍ୟା ଗଟେକ୍ ସଃର୍ସୁ ମୁଞ୍ଜି ହର୍, ଜୁୟ୍ରି ନଃୟ୍ ଗଟ୍ଲକ୍ ତାର୍ ବାଳେ ବୁଣ୍ଲା, ଆର୍ ସେରି ବାଡି କଃରି ଗଃଚ୍ ଅୟ୍ଲି, ଆର୍ ଅଃଗାସ୍ ଉହ୍ରାର୍ ଚେଳେମଃନ୍ ଆସି ତାର୍ ଡାଳ୍ବିତ୍ରେ ଗୁଡା ଗାଲ୍ଲାୟ୍ ।”
Explore ଲୁକ 13:18-19
Home
Bible
Plans
Videos