1
ଲୁକ 12:40
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ତୁମିମଃନ୍ ହେଁ ଜଃଗ୍ରାତ୍ ଅୟ୍ରିଆ, କାୟ୍ତାକ୍ବଃଲେକ୍ ଜୁୟ୍ ବେଳାୟ୍ ତୁମିମଃନ୍ ମଃନେ କଃରି ନଃରିଆସ୍ ସେ ବେଳାୟ୍ ନଃରାର୍ ହୟ୍ସି ଆସେଦ୍ ।”
Compare
Explore ଲୁକ 12:40
2
ଲୁକ 12:31
ମଃତର୍ ତୁମିମଃନ୍ ଇସ୍ୱରାର୍ ରାଇଜ୍ ଲଳା, ଆର୍ ଇ ସଃବୁ ବିସୟ୍ ତୁମିମଃନ୍କେ ଦିଆ ଅୟ୍ଦ୍ ।”
Explore ଲୁକ 12:31
3
ଲୁକ 12:15
ଆରେକ୍ ସେ ସେମଃନ୍କେ କୟ୍ଲା, “ଜଃଗ୍ରାତ୍ ସଃବୁ ରଃକମ୍ ଲଃବ୍ ତଃୟ୍ହୁଣି ଦୁରିକ୍ ରିଆ, କାୟ୍ତାକ୍ବଃଲେକ୍ ଗଟ୍ ଲକାର୍ ଜିବନ୍ ତାର୍ ଦଃନ୍ ବିତ୍ ଉହ୍ରେ ବଃର୍ସା ନଃକେରେ ।”
Explore ଲୁକ 12:15
4
ଲୁକ 12:34
କାୟ୍ତାକ୍ବଃଲେକ୍ ଜୁୟ୍ତି ତୁମାର୍ ଦଃନ୍, ସେତି ତୁମାର୍ ମଃନ୍ ।”
Explore ଲୁକ 12:34
5
ଲୁକ 12:25
ଆରେକ୍ ତୁମିମଃନାର୍ ବିତ୍ରେ କେ ଚିତା କଃରି କଃରି ଅଃହ୍ଣାର୍ ଆୟ୍ଁସ୍ କଃଣ୍ଡେକ୍ ବାଡାଉଁ ହାରେ ?
Explore ଲୁକ 12:25
6
ଲୁକ 12:22
ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, “ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କଃଉଁଲେ, କାୟ୍ରି କାଉଁନ୍ଦ୍ ଇରି କୟ୍ କଃରି, ତୁମିମଃନାର୍ ଜିବନ୍ ଗିନେ ଆରେକ୍ କାୟ୍ରି ହିନ୍ଦୁନ୍ଦ୍, ଇରି କୟ୍ କଃରି ତୁମିମଃନାର୍ ଗଃଗାଳ୍ ଗିନେ ହେଁ ଚିତା କଃରା ନାୟ୍ ।
Explore ଲୁକ 12:22
7
ଲୁକ 12:7
ମଃତର୍ ତୁମିମଃନାର୍ ମୁଣ୍ଡାର୍ ସଃର୍ନେ ବାଳ୍ ହେଁ ଗଃଣା ଅୟ୍ଆଚେ । ଡିରା ନାୟ୍ ତୁମିମଃନ୍ ଗାଦେକ୍ ଗଃର୍ ଜଃଟ୍ୟା ଚେଳେ ହୁଣି ଅଃଦିକ୍ ବଃଡ୍ ।”
Explore ଲୁକ 12:7
8
ଲୁକ 12:32
“ଏ ସାନ୍ ଦଃଳ୍, ଡିରା ନାୟ୍, କାୟ୍ତାକ୍ବଃଲେକ୍ ତୁମିମଃନ୍କେ ତାର୍ ରାଇଜ୍ ଦେଉଁକେ ତୁମିମଃନାର୍ ସଃର୍ଗାର୍ ଉବାଦିର୍ ବଃଡେ ସଃର୍ଦା ।
Explore ଲୁକ 12:32
9
ଲୁକ 12:24
ଚେଳେମଃନାର୍ କଃତା ବାବି ଦଃକା, ସେମଃନ୍ ନଃବୁଣ୍ତି କି ନଃକାଟ୍ତି, ଆରେକ୍ ସେମଃନାର୍ ତାସ୍ ଗଃଦ୍ୟା ଗଃର୍ ନାୟ୍, ଆର୍ ଇସ୍ୱର୍ ସେମଃନ୍କେ କାଦି ଦେଉଁଲା, ତୁମିମଃନ୍ ଚେଳେମଃନାର୍ ତଃୟ୍ହୁଣି କଃତେକ୍ ଅଃଦିକ୍ ବଃଡ୍
Explore ଲୁକ 12:24
10
ଲୁକ 12:29
“ଆରେକ୍ କାୟ୍ରି କାହାସ୍ ଆର୍ କାୟ୍ରି ହିଉଆସ୍, ସେରିମଃନ୍ ଲଳି ବୁଲା ନାୟ୍ ଆର୍ ଚିତା ହେଁ କଃରା ନାୟ୍ ।
Explore ଲୁକ 12:29
11
ଲୁକ 12:28
ମଃତର୍ ଜୁୟ୍ ରଃନ୍ ଆଜି ହଃଦାୟ୍ ଆଚେ ଆର୍ କାଲି ଚୁଲି ବିତ୍ରେ ହଃକା ଅୟ୍ଦ୍, ତାକ୍ ଜଦି ଇସ୍ୱର୍ ଅଃନ୍କାର୍ ବେସ୍ ଦେଉଁଲା, ତଃବେ ଏ ଅଃଳକ୍ ବିସ୍ୱାସିମଃନ୍ ସେ ତୁମିକେ କଃତେକ୍ ଅଃଦିକ୍ ନଃଦେୟ୍ ।”
Explore ଲୁକ 12:28
12
ଲୁକ 12:2
ମଃତର୍ ଜାୟ୍ରି ନଃଡିସେ ଇରଃକମ୍ ଡାହି ଅୟ୍ଲାର୍ କାୟ୍ରି ନାୟ୍, ଆର୍ ଜାୟ୍ରି ଜାଣା ନଃହେଳେ ଇରଃକମ୍ ଲୁକ୍ଲାର୍ କାୟ୍ରି ନାୟ୍ଁ
Explore ଲୁକ 12:2
Home
Bible
Plans
Videos