1
ମାର୍କଲିଖିତ ସୁସମାଚାର 4:39-40
ପବିତ୍ର ବାଇବଲ (CL) NT (BSI)
ଯୀଶୁ ଠିଆ ହୋଇ ପବନକୁ ଧମକ ଦେଇ କହିଲେ, “ଶାନ୍ତ ହୁଅ,” ଏବଂ ଢ଼େଉକୁ କହିଲେ, “ସୁସ୍ଥିର ହୁଅ”। ହଠାତ୍ ପବନ ଥମିଗଲା ଏବଂ ସବୁ ସୁସ୍ଥିର ହେଲା। ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “କାହିଁକି ଏତେ ଡ଼ରୁଛ? ଏପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ଆସି ନାହିଁ?”
Compare
Explore ମାର୍କଲିଖିତ ସୁସମାଚାର 4:39-40
2
ମାର୍କଲିଖିତ ସୁସମାଚାର 4:41
କିନ୍ତୁ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ ପଚାରିଲେ, “ଏହି ବ୍ୟକ୍ତି କିଏ? ପାଣି ଓ ପବନ ମଧ୍ୟ ତାଙ୍କ କଥା ମାନନ୍ତି!”
Explore ମାର୍କଲିଖିତ ସୁସମାଚାର 4:41
3
ମାର୍କଲିଖିତ ସୁସମାଚାର 4:38
ଯୀଶୁ ନୌକାର ପଛଭାଗରେ ତକିଆ ଉପରେ ମୁଣ୍ଡ ରଖି ଶୋଇ ପଡ଼ିଥିଲେ। ଶିଷ୍ୟମାନେ ତାଙ୍କୁ ଉଠାଇ କହିଲେ, “ଗୁରୁ, ଆମେ ବୁଡ଼ି ମରିଯିବୁ, ଆପଣଙ୍କର କଅଣ ଚିନ୍ତା ନାହିଁ?”
Explore ମାର୍କଲିଖିତ ସୁସମାଚାର 4:38
4
ମାର୍କଲିଖିତ ସୁସମାଚାର 4:24
ଯୀଶୁ ସେମାନଙ୍କୁ କହିଲେ, “ଯାହା ଶୁଣୁଛ, ସେଥିପ୍ରତି ମନୋଯୋଗୀ ହୁଅ। ଯେଉଁ ମାନଦଣ୍ଡରେ ତୁମେ ଅନ୍ୟର ବିଚାର କର, ସେହି ମାନଦଣ୍ଡରେ, କିନ୍ତୁ ଅଧିକ କଠୋର ଭାବରେ ଈଶ୍ୱର ତୁମର ବିଚାର କରିବେ।
Explore ମାର୍କଲିଖିତ ସୁସମାଚାର 4:24
5
ମାର୍କଲିଖିତ ସୁସମାଚାର 4:26-27
ଯୀଶୁ କହିବାକୁ ଲାଗିଲେ; “ଈଶ୍ୱରଙ୍କ ରାଜ୍ୟର ପ୍ରସାର ଏହିପରି। ଜଣେ ଲୋକ କ୍ଷେତରେ ବିହନ ବୁଣେ। ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ରହେ, କିନ୍ତୁ ବିହନ ଅଙ୍କୁରିତ ହୋଇ କିପରି ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ।
Explore ମାର୍କଲିଖିତ ସୁସମାଚାର 4:26-27
6
ମାର୍କଲିଖିତ ସୁସମାଚାର 4:23
ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
Explore ମାର୍କଲିଖିତ ସୁସମାଚାର 4:23
Home
Bible
Plans
Videos