YouVersion Logo
Search Icon

ମାର୍କଲିଖିତ ସୁସମାଚାର 4:26-27

ମାର୍କଲିଖିତ ସୁସମାଚାର 4:26-27 ODCLBSI

ଯୀଶୁ କହିବାକୁ ଲାଗିଲେ; “ଈଶ୍ୱରଙ୍କ ରାଜ୍ୟର ପ୍ରସାର ଏହିପରି। ଜଣେ ଲୋକ କ୍ଷେତରେ ବିହନ ବୁଣେ। ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ରହେ, କିନ୍ତୁ ବିହନ ଅଙ୍କୁରିତ ହୋଇ କିପରି ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ।

Video for ମାର୍କଲିଖିତ ସୁସମାଚାର 4:26-27