“ଆହେ ଧର୍ମଗୁରୁ ଓ ଫାରୁଶୀଗଣ, ତୁମର ପରିଣତି କେଡ଼େ ଶୋଚନୀୟ! ତୁମେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପୋଦିନା, ପାନ ମହୁରୀ ଓ ଜିରାର ମଧ୍ୟ ଦଶମାଂଶ ଦାନ କରୁଥାଅ; କିନ୍ତୁ ନ୍ୟାୟ, ଦୟା, ସାଧୁତା ଆଦି ବ୍ୟବସ୍ଥାର ପ୍ରଧାନ ପ୍ରଧାନ ବିଷୟଗୁଡ଼ିକୁ ଅବହେଳା କରୁଛ। ବ୍ୟବସ୍ଥାର ଏ ବିଷୟଗୁଡ଼ିକୁ ଆଗେ ଅଭ୍ୟାସ କରିବା ଉଚିତ୍।