YouVersion Logo
Search Icon

ମାଥିଉଲିଖିତ ସୁସମାଚାର 23:28

ମାଥିଉଲିଖିତ ସୁସମାଚାର 23:28 ODCLBSI

“ବାହାରକୁ ଏଗୁଡ଼ିକ ସୁନ୍ଦର ଦିଶେ, କିନ୍ତୁ ଭିତର ଅସ୍ଥି କଙ୍କାଳ ଓ ପଚା ଶବରେ ପୂର୍ଣ୍ଣ। ସେହିପରି ତୁମେ ବାହାରକୁ ସମସ୍ତଙ୍କ ଆଗରେ ଭଲ ଦେଖାଯାଅ, କିନ୍ତୁ ତୁମ ଭିତରଟା କପଟ ଓ ପାପରେ ପରିପୂର୍ଣ୍ଣ।

Video for ମାଥିଉଲିଖିତ ସୁସମାଚାର 23:28