1
ଯୋହନ 9:4
ପବିତ୍ର ବାଇବଲ (CL) NT (BSI)
ଦିବସର ଆଲୋକ ଥାଉଁ ଥାଉଁ, ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମକୁ କରି ଯିବାକୁ ହେବ। ରାତ୍ରି ଆସୁଛି, ଯେତେବେଳେ କେହି କାର୍ଯ୍ୟ କରିପାରିବେ ନାହିଁ।
Compare
Explore ଯୋହନ 9:4
2
ଯୋହନ 9:5
ଏ ଜଗତରେ ଥିବାଯାଏ ମୁଁ ଜଗତର ଆଲୋକ।”
Explore ଯୋହନ 9:5
3
ଯୋହନ 9:2-3
ଶିଷ୍ୟମାନେ ପଚାରିଲେ, “ଗୁରୁ, କାହାର ପାପ ଲାଗି ଏ ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି- ତା’ ନିଜର ନା ତା’ ପିତାମାତାଙ୍କ ପାପ ଲାଗି?” ଯୀଶୁ ଉତ୍ତର ଦେଲେ - “ତା’ର କିମ୍ବା ତା’ ପିତାମାତାଙ୍କର ପାପ- କୌଣସିଟି ଏହାର କାରଣ ନୁହେଁ। ଈଶ୍ୱରଙ୍କ ଶକ୍ତି ତା’ଠାରେ ପ୍ରକାଶ ପାଇବ ବୋଲି ସେ ଆଜି ଅନ୍ଧ।
Explore ଯୋହନ 9:2-3
4
ଯୋହନ 9:39
ଯୀଶୁ କହିଲେ, “ମନୁଷ୍ୟର ବିଚାର ପାଇଁ ମୋର ଆଗମନ। ଅନ୍ଧମାନେ ଦୃଷ୍ଟି ଶକ୍ତି ପାଇବେ, କିନ୍ତୁ ଅନେକେ ଚକ୍ଷୁ ଥାଇ ସୁଦ୍ଧା ଅନ୍ଧ ହେବେ।”
Explore ଯୋହନ 9:39
Home
Bible
Plans
Videos