1
ପ୍ରେରିତ 4:12
ପବିତ୍ର ବାଇବଲ (CL) NT (BSI)
କେବଳ ତାଙ୍କ ଦ୍ୱାରା ପରିତ୍ରାଣ ସମ୍ଭବ ହୋଇଛି। ସମଗ୍ର ବିଶ୍ୱ ଜଗତରେ ଥିବା ଅନ୍ୟ କୌଣସି ନାମ ଦ୍ୱାରା ମନୁଷ୍ୟ ପରିତ୍ରାଣ ପାଇପାରିବେ ନାହିଁ।”
Compare
Explore ପ୍ରେରିତ 4:12
2
ପ୍ରେରିତ 4:31
ସେମାନେ ପ୍ରାର୍ଥନା ଶେଷ କରିବା ପରେ ଯେଉଁ ସ୍ଥାନରେ ଏକତ୍ରିତ ହୋଇଥିଲେ, ତାହା କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହେଲେ ଓ ନିର୍ଭୀକଭାବେ ଈଶ୍ୱରଙ୍କର ବାର୍ତ୍ତା ପ୍ରଚାର କରିବାକୁ ଲାଗିଲେ।
Explore ପ୍ରେରିତ 4:31
3
ପ୍ରେରିତ 4:29
ପ୍ରଭୁ, ବର୍ତ୍ତମାନ ସେମାନେ ଆମକୁ ଯେଉଁ ଧମକ ଦେଇଛନ୍ତି, ତୁମେ ସେ’ ବିଷୟରେ ମନୋଯୋଗ କର ଓ ନିର୍ଭୀକଭାବେ ତୁମର ବାର୍ତ୍ତା ପ୍ରଚାର କରିବା ପାଇଁ, ତୁମର ଏହି ଦାସମାନଙ୍କୁ ସମର୍ଥ କର।
Explore ପ୍ରେରିତ 4:29
4
ପ୍ରେରିତ 4:11
ଯୀଶୁଙ୍କ ସମ୍ପର୍କରେ ହିଁ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, ‘ଯେଉଁ ପଥରକୁ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ, ତାହା ସର୍ବାପେକ୍ଷା ଶ୍ରେଷ୍ଠ ହେଲା।’
Explore ପ୍ରେରିତ 4:11
5
ପ୍ରେରିତ 4:13
ପିତର ଓ ଯୋହନ ଅଶିକ୍ଷିତ ଓ ସାଧାରଣ ଲୋକ ଥିଲେ ବୋଲି ମହାସଭାର ସଦସ୍ୟମାନେ ଜାଣିଥିଲେ। ତେଣୁ ସେହି ଦୁଇ ଶିଷ୍ୟଙ୍କର ସାହସ ଦେଖି ସେମାନେ ଆଚମ୍ବିତ ହେଲେ। ପୁଣି ସେମାନେ ଜାଣିଥିଲେ ଯେ, ସେ ଦୁହେଁ ଯୀଶୁଙ୍କର ସହଚର ଥିଲେ।
Explore ପ୍ରେରିତ 4:13
6
ପ୍ରେରିତ 4:32
ବିଶ୍ୱାସୀଦଳ ଏକ ପ୍ରାଣ ଓ ଏକ ଚିତ୍ତ ହେଲେ। କେହି ନିଜର ସମ୍ପତ୍ତିକୁ ନିଜସ୍ୱ ବୋଲି ଦାବୀ କରୁ ନ ଥିଲେ, ବରଂ ସମସ୍ତଙ୍କର ସମ୍ପତ୍ତିକୁ ସେମାନେ ସମଭାବରେ ଭୋଗ କଲେ।
Explore ପ୍ରେରିତ 4:32
Home
Bible
Plans
Videos