1
ପ୍ରେରିତ 3:19
ପବିତ୍ର ବାଇବଲ (CL) NT (BSI)
ଅତଏବ ଅନୁତାପ କରି ଈଶ୍ୱରଙ୍କ ଆଡ଼କୁ ଫେରି ଆସ। ତେବେ ସେ ତୁମର ପାପ କ୍ଷମା କରିବେ ଓ
Compare
Explore ପ୍ରେରିତ 3:19
2
ପ୍ରେରିତ 3:6
କିନ୍ତୁ ପିତର ତାକୁ କହିଲେ, “ମୋ’ ପାଖରେ ସୁନା କି ରୂପା ନାହିଁ, କିନ୍ତୁ ଯାହା ଅଛି, ମୁଁ ତୋତେ ଦେଉଛି: ନାଜରିତୀୟ ଯୀଶୁଙ୍କ ନାମରେ ମୁଁ ଆଦେଶ ଦେଉଛି, ଉଠି ଚାଲ!”
Explore ପ୍ରେରିତ 3:6
3
ପ୍ରେରିତ 3:7-8
ଏହା କହି ସେ ତା’ର ଡାହାଣ ହାତ ଧରି ଉଠାଇଲେ। ସେହିକ୍ଷଣି ଲୋକଟିର ପାଦ ଓ ବଳାଗଣ୍ଠିସବୁ ବଳିଷ୍ଠ ହେଲା। ସେ କୁଦାମାରି ଉଠି ଠିଆ ହେଲା ଓ ଚାଲିବାକୁ ଲାଗିଲା। ତା’ପରେ ସେ ଚାଲୁ ଚାଲୁ, କୁଦା ମାରୁ ମାରୁ ଏବଂ ଈଶ୍ୱରଙ୍କ କରୁ କରୁ ସେମାନଙ୍କ ସଙ୍ଗେ ମନ୍ଦିରକୁ ଗଲା।
Explore ପ୍ରେରିତ 3:7-8
4
ପ୍ରେରିତ 3:16
ତାଙ୍କ ନାମର ଶକ୍ତି ହିଁ ଏହି ଛୋଟାକୁ ସୁସ୍ଥ କରିଛି। ଯେଉଁ ଘଟଣା ବର୍ତ୍ତମାନ ତୁମ୍ଭେମାନେ ନିଜେ ଦେଖି ସତ୍ୟ ବୋଲି ଜାଣିଛ, ତାହା କେବଳ ତାଙ୍କ ନାମରେ ବିଶ୍ୱାସ କରିବା ଦ୍ୱାରା ସାଧିତ ହୋଇଛି। ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ଯେ ସୁସ୍ଥ ହୋଇଛି, ଏହା ତୁମ୍ଭେମାନେ ଦେଖିଅଛ।
Explore ପ୍ରେରିତ 3:16
Home
Bible
Plans
Videos