1
ମାର୍କଲିଖିତ ସୁସମାଚାର 5:34
ପବିତ୍ର ବାଇବଲ (CL) NT (BSI)
ଯୀଶୁ ତାକୁ କହିଲେ, “ଝିଅ! ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଶାନ୍ତିରେ ଫେରି ଯା’।”
አወዳድር
{{ጥቅስ}} ያስሱ
2
ମାର୍କଲିଖିତ ସୁସମାଚାର 5:25-26
ଜଣେ ସ୍ତ୍ରୀଲୋକ ପ୍ରାୟ ବାରବର୍ଷ ଧରି ରକ୍ତସ୍ରାବ ରୋଗରେ ଭୀଷଣ କଷ୍ଟ ଭୋଗୁଥିଲା। ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସିତ ହୋଇ ତା’ର ସମସ୍ତ ଅର୍ଥ ବ୍ୟୟ କରିଥିଲେ ସୁଦ୍ଧା, ରୋଗ ଭଲ ନ ହୋଇ ବରଂ ବଢ଼ୁଥିଲା।
3
ମାର୍କଲିଖିତ ସୁସମାଚାର 5:29
ସେ ଯୀଶୁଙ୍କ ବସ୍ତ୍ରକୁ ଛୁଇଁଦେବା ମାତ୍ରେ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା ଏବଂ ସେ ରୋଗ ମୁକ୍ତ ହୋଇ ଯାଇଛି ବୋଲି ଅନୁଭବ କଲା।
4
ମାର୍କଲିଖିତ ସୁସମାଚାର 5:41
ପିଲାଟିର ହାତ ଧରି ଯୀଶୁ କହିଲେ, “ତାଲିଥା କୁମ୍”, ଅର୍ଥାତ୍ “ଝିଅ, ମୁଁ କହୁଛି ଉଠ୍।”
5
ମାର୍କଲିଖିତ ସୁସମାଚାର 5:35-36
ଯୀଶୁ ଏହି କଥା କହିଲାବେଳେ, ଯାଇରସଙ୍କ ଘରୁ ଖବର ନେଇ ଆସିଥିବା ଲୋକମାନେ ତାଙ୍କୁ କହିଲେ, “ଆପଣଙ୍କ ଝିଅ ମରିଗଲାଣି, ଆଉ କାହିଁକି ଗୁରୁଙ୍କୁ ହଇରାଣ କରୁଛନ୍ତି।” ଯୀଶୁ ସେମାନଙ୍କ କଥାକୁ ଭ୍ରୂକ୍ଷେପ ନ କରି ଯାଇରସଙ୍କୁ କହିଲେ, “ଭୟ କର ନାହିଁ; କେବଳ ବିଶ୍ୱାସ କର।”
6
ମାର୍କଲିଖିତ ସୁସମାଚାର 5:8-9
(ସେ ଏକଥା କହିଲା, କାରଣ ସେତେବେଳେ ତା’ଠାରେ ଥିବା ଭୂତମାନଙ୍କୁ ବାହାରି ଯିବା ପାଇଁ ଯୀଶୁ ଆଦେଶ ଦେଉଥିଲେ।) ଯୀଶୁ ତାକୁ ପଚାରିଲେ, “ତୋ’ ନାଁ କଅଣ?” ଲୋକଟି ଉତ୍ତର ଦେଲା, “ମୋ’ ନାଁ ‘ବାହିନୀ’
Home
Bible
Plans
Videos