የYouVersion አርማ
የፍለጋ አዶ

ମାର୍କଲିଖିତ ସୁସମାଚାର 5:25-26

ମାର୍କଲିଖିତ ସୁସମାଚାର 5:25-26 ODCLBSI

ଜଣେ ସ୍ତ୍ରୀଲୋକ ପ୍ରାୟ ବାରବର୍ଷ ଧରି ରକ୍ତସ୍ରାବ ରୋଗରେ ଭୀଷଣ କଷ୍ଟ ଭୋଗୁଥିଲା। ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସିତ ହୋଇ ତା’ର ସମସ୍ତ ଅର୍ଥ ବ୍ୟୟ କରିଥିଲେ ସୁଦ୍ଧା, ରୋଗ ଭଲ ନ ହୋଇ ବରଂ ବଢ଼ୁଥିଲା।