1
ଆଦି ପୁସ୍ତକ 30:22
ପବିତ୍ର ବାଇବଲ
ଏହା ପରେ ପରମେଶ୍ୱର ରାହେଲର ପ୍ରାର୍ଥନା ଗ୍ରହଣ କଲେ, ପରମେଶ୍ୱର ରାହେଲକୁ ମାତୃତ୍ୱ ଦେଲେ।
对照
探索 ଆଦି ପୁସ୍ତକ 30:22
2
ଆଦି ପୁସ୍ତକ 30:24
ସେ ମଧ୍ୟ କହିଲେ, ପରମେଶ୍ୱର ମୋତେ ଆଉ ଗୋଟିଏ ପୁତ୍ର ଅଧିକ ଦିଅନ୍ତୁ।” ସେଥିପାଇଁ ରାହେଲ ତା'ର ନାମ ଯୋଷେଫ ରଖିଲେ।
探索 ଆଦି ପୁସ୍ତକ 30:24
3
ଆଦି ପୁସ୍ତକ 30:23
ରାହେଲ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ରାହେଲ କହିଲେ, “ପରମେଶ୍ୱର ମୋର ଲଜ୍ଜା ନେଇ ଯାଇଛନ୍ତି।
探索 ଆଦି ପୁସ୍ତକ 30:23
主页
圣经
计划
视频