YouVersion 标志
圣经计划视频
获取软件
选择语言
搜索图标

ମାଥିଉଲିଖିତ ସୁସମାଚାର 3 的热门经文

1

ମାଥିଉଲିଖିତ ସୁସମାଚାର 3:8

ପବିତ୍ର ବାଇବଲ (CL) NT (BSI)

ODCLBSI

ଯଦି ପ୍ରକୃତରେ ସବୁ ପାପ କର୍ମରୁ ନିବୃତ୍ତ ହୋଇଛ, ଏହା ତୁମର କାର୍ଯ୍ୟକଳାପରେ ଦେଖାଅ।

对照

探索 ମାଥିଉଲିଖିତ ସୁସମାଚାର 3:8

2

ମାଥିଉଲିଖିତ ସୁସମାଚାର 3:17

ପବିତ୍ର ବାଇବଲ (CL) NT (BSI)

ODCLBSI

ତତ୍ପରେ ସ୍ୱର୍ଗରୁ ଐଶୀବାଣୀ ଉଚ୍ଚାରିତ ହେଲା, “ଏହି ମୋର ପ୍ରିୟ ପୁତ୍ର, ତାଙ୍କଠାରେ ମୁଁ ସନ୍ତୁଷ୍ଟ।”

对照

探索 ମାଥିଉଲିଖିତ ସୁସମାଚାର 3:17

3

ମାଥିଉଲିଖିତ ସୁସମାଚାର 3:16

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁ ଦୀକ୍ଷିତ ହୋଇ ଜଳରୁ ଉଠି ଆସିବାମାତ୍ରେ ସେ ଦେଖିଲେ ସ୍ୱର୍ଗ ଉନ୍ମୁକ୍ତ ହୋଇଛି ଏବଂ ପରମାତ୍ମା କପୋତରୂପେ ତାଙ୍କ ଉପରେ ଅବତରଣ କଲେ।

对照

探索 ମାଥିଉଲିଖିତ ସୁସମାଚାର 3:16

4

ମାଥିଉଲିଖିତ ସୁସମାଚାର 3:11

ପବିତ୍ର ବାଇବଲ (CL) NT (BSI)

ODCLBSI

ତୁମେ ପାପ ପ୍ରତି ବିମୁଖ ହୋଇଛ, ଏହା ଜଣାଇବାକୁ ମୁଁ ତୁମକୁ ଜଳରେ ଦୀକ୍ଷା ଦେଉଛି। କିନ୍ତୁ ମୋ’ ପରେ ଯିଏ ଆସୁଛନ୍ତି, ସେ ତୁମକୁ ପବିତ୍ରଆତ୍ମା ଓ ଅଗ୍ନିରେ ଦୀକ୍ଷା ଦେବେ। ସେ ମୋ’ଠାରୁ ମହୀୟାନ-ତାଙ୍କର ପାଦୁକା ବହନ କରିବାକୁ ମଧ୍ୟ ମୁଁ ଅଯୋଗ୍ୟ।

对照

探索 ମାଥିଉଲିଖିତ ସୁସମାଚାର 3:11

5

ମାଥିଉଲିଖିତ ସୁସମାଚାର 3:10

ପବିତ୍ର ବାଇବଲ (CL) NT (BSI)

ODCLBSI

ବୃକ୍ଷସବୁକୁ ସମୂଳେ କାଟି ଦେବା ପାଇଁ କୁଠାର ଉତ୍ତୋଳିତ। ଯେଉଁ ବୃକ୍ଷରେ ଭଲ ଫଳ ହୁଏ ନାହିଁ, ତାହା କଟାଯାଇ ଅଗ୍ନିରେ ନିକ୍ଷିପ୍ତ ହେବ।

对照

探索 ମାଥିଉଲିଖିତ ସୁସମାଚାର 3:10

6

ମାଥିଉଲିଖିତ ସୁସମାଚାର 3:3

ପବିତ୍ର ବାଇବଲ (CL) NT (BSI)

ODCLBSI

ଭାବବାଦୀ ଯିଶାୟ ଯେଉଁ ବ୍ୟକ୍ତିଙ୍କ ସମ୍ପର୍କରେ କହିଥିଲେ, ଯୋହନହିଁ ସେହି ବ୍ୟକ୍ତି: “ମରୁ ପ୍ରାନ୍ତରରେ କେହି ଜଣେ ଚିକ୍ରାର କରି କହୁଛନ୍ତି, ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର; ତାଙ୍କ ଆସିବା ପାଇଁ ଏକ ସରଳ ରାସ୍ତା ନିର୍ମାଣ କର।”

对照

探索 ମାଥିଉଲିଖିତ ସୁସମାଚାର 3:3

上一章
下一章
YouVersion

我们要鼓励、挑战你每天亲近上帝。

事工

关于我们

就职机会

义工

博客

新闻区

有用链接

帮助

捐赠

圣经译本

音频圣经

译本语言

今日经文


此数字事工属于

Life.Church
English (US)

©2025 Life.Church / YouVersion

隐私政策使用条款
漏洞披露方案
FacebookTwitterInstagramYouTubePinterest

主页

圣经

计划

视频