ମାଥିଉଲିଖିତ ସୁସମାଚାର 18:2-3
ମାଥିଉଲିଖିତ ସୁସମାଚାର 18:2-3 ODCLBSI
ଯୀଶୁ ଗୋଟୀଏ ଶିଶୁକୁ ସେମାନଙ୍କ ଆଗରେ ଠିଆ କରାଇ କହିଲେ, “ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ତୁମର ମନ ପରିବର୍ତ୍ତିତ ହୋଇ ଶିଶୁ ସୁଲଭ ନ ହେଲେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରିପାରିବ ନାହିଁ।