ମାଥିଉଲିଖିତ ସୁସମାଚାର 13:8
ମାଥିଉଲିଖିତ ସୁସମାଚାର 13:8 ODCLBSI
କିନ୍ତୁ ଆଉ କେତେ ବିହନ ଭଲ ଜମିରେ ପଡ଼ି ଗଛ ହୋଇ ଫଳ ଧରିଲା। କେତେ ଶହେ ଗୁଣ, କେତେ ଷାଠିଏ ଗୁଣ ଓ କେତେ ତିରିଶ ଗୁଣ ଫଳିଲା।”