YouVersion Logo
تلاش

ମାଥିଉଲିଖିତ ସୁସମାଚାର 11:4-5

ମାଥିଉଲିଖିତ ସୁସମାଚାର 11:4-5 ODCLBSI

ଯୀଶୁ ଉତ୍ତର ଦେଇ କହିଲେ, “ତୁମ୍ଭେମାନେ ଫେରିଯାଇ ଯାହା ସବୁ ଶୁଣଛ ଓ ଦେଖୁଛ, ଯୋହନଙ୍କୁ ଜଣାଇ ଦିଅ। ଅନ୍ଧମାନେ ଦୃଷ୍ଟି ପାଉଛନ୍ତି, ଛୋଟାମାନେ ଚାଲୁଛନ୍ତି, କଷ୍ଠୀମାନେ ଶଉଚି ହେଉଛନ୍ତି, ବଧିରମାନେ ପୁନର୍ଜୀବିତ ହେଉଛନ୍ତି ଓ ଦୀନହୀନ ଲୋକମାନଙ୍କ ନିକଟରେ ମଧ୍ୟ ଶଉଭବାତ୍ତା ପ୍ରଚାର କରାଯାଉଛି।