ଲୁକ 5:12-13

ଲୁକ 5:12-13 BDVNT

ଯୀଶୁ ତରେକ୍ ଗଟେକ୍ ସ୍‍ହ୍‍ର୍‌ ଲ୍‌ଗେ ରିଲାବ୍‍ଳ୍, ଦ୍‌କା, ସେତି ଗଟେକ୍ କୁଷ୍ଟରଗ୍ ଅଇରିଲା ଲକ୍‌ରିଲା। ସେ ଯୀଶୁକେ ଦ୍‍କି ସ୍‌ଙ୍ଗେ ସ୍‌ଙ୍ଗେ ଆସିକ୍‍ରି ତାର୍ ଗଡେ ମୁଣ୍ତିଆ ମାରି କାନିକ୍‌ର୍‌ମ୍ ଅଇ କଇଲା, “ଏ ମାପ୍‌ରୁ, ତୁଇ ଯଦି ମ୍‌ନ୍ କ୍‍ରୁଲିସ୍, ତ୍‍ବେ ମକେ ବ୍‍ଲ୍ କ୍‍ରୁହାର୍‍ସି।” ଯୀଶୁ ନିଜାର୍ ଆତ୍‍କେ ଲାମାଇ କ୍‍ରି ସେ ରଗିକେ ଚୁଇଲା ଆର୍ କଇଲା, “ମୁଇ ମ୍‍ନ୍‌କ୍‍ରୁଲେ, ତୁଇ ବ୍‍ଲ୍ ଅଉ।” ସେମାଡେ ସେ କୁଷ୍ଟରଗେ ହ୍‍ଣି ବ୍‍ଲ୍ ଅଇଲା।