YouVersion Logo
Search Icon

ଆଦି ପୁସ୍ତକ 2:18

ଆଦି ପୁସ୍ତକ 2:18 ODIAOV-BSI

ଅନନ୍ତର ସଦାପ୍ରଭୁ ପରମେଶ୍ଵର କହିଲେ, ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା।