Mufananidzo weYouVersion
Mucherechedzo Wekutsvaka

ଲୁକ୍‌ 21:25-26

ଲୁକ୍‌ 21:25-26 NTSAA20

“ବାଦ୍‌ଲେ, ବେଲ୍‌ଟାନେ, ଜନ୍‌ଟାନେ ତାରାମନର୍‌ଟାନେ କେବେ ନ ଡିସ୍‌ବା ଚିନ୍‌ମନ୍‌ ଡିସ୍‌ସି । ଦୁନିଆର୍‌ ସବୁ ଦେସର୍‌ ଲକ୍‌, ବେସି ଦୁକ୍‌ କସ୍‌ଟ ପାଇବାଇ । ଜେଡେବେଲା ସମ୍‌ଦୁରର୍‌ ବଡ୍‌ ଲଅଡି ଗରଜ୍‌ଲେ ଲକ୍‌ମନ୍‌ କାଇଟା କର୍‌ବାର୍‌ ଆଚେ କାଇଟା ନାଇ ବଲି ବାୟାବିକଲ୍‌ ଅଇଜିବାଇ । ଆରି ଲକ୍‌ମନ୍‌ ଦୁନିଆଇ ଆଇବା ସବୁ ଗଟ୍‍ନା ଦେକିକରି ‘କାଇକେ ଏନ୍ତି ଅଇଲାନି ?’ ବଲି ଡରିକରି କେତେ ଲକ୍‌ ମୁର୍‌ଚା ଅଇଜିବାଇ । କାଇକେ ବଇଲେ ଆକାସେ ରଇଲା ସବୁ ବିସଇ ପର୍‌ମେସର ଚୁଲ୍‌ବୁଲାଇ ଦେଇସି ।