ତମେ ଜଦି ଗଟେକ୍ ବଡ୍ ଗର୍ ବାନ୍ଦ୍ବାକେ ମନ୍ କଲାସ୍ନି ବଇଲେ, ବାନ୍ଦ୍ବା ଆଗ୍ତୁ କେତେକ୍ କର୍ଚ ଅଇସି ସେଟା ବସି କରି ଇସାବ୍ କର୍ସା । ଆରି ସେ ଗରର୍ ସବୁ କାମ୍ କରିସାରାଇବାକେ ତମର୍ ଲଗେ ସେତ୍କି ଡାବୁ ଆଚେକି ନାଇ ବଲି ଇସାବ୍ କରିଦେକ୍ସା । ତମେ ଜଦି ଇସାବ୍ କରି ନ ଦେକ୍ଲେ ଗର୍ କାମ୍ ଆରାମ୍ କରି ସାରାଇ ନାପାରାସ୍ । ସେ କାମ୍ କରି ନ ସାରାଇଲେ ତମ୍କେ ଦେକ୍ବା ଲକ୍ମନ୍ ଆଁସିକରି ଲାଜ୍କରି ଦେବାଇ । ସେମନ୍ କଇବାଇ, ଏ ଲକ୍ ବଡ୍ଟା ଗର୍ ବାନ୍ଦ୍ବାର୍ ଆରାମ୍ କଲା, ମାତର୍ ସାରାଇବାର୍ ନାପାର୍ଲା ।”