1
ମାତିଉ 1:21
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ତୁମି ତାର୍ ନାଉଁ ଜିସୁ ସଃଙ୍ଗାଉଆସ୍, କାୟ୍ତାକ୍ବଃଲେକ୍ ସେ ତାର୍ ଲକ୍ମଃନ୍କେ ସେମଃନାର୍ ହାହେ ହୁଣି ମୁକ୍ଳାୟ୍ଦ୍ ।”
Compară
Explorează ମାତିଉ 1:21
2
ମାତିଉ 1:23
ସେ ବାବ୍ବାଣି ଅଃଉଁଲି, “ଗଟେକ୍ ଦଃଙ୍ଗ୍ଳି ଟକି ଆଙ୍ଗେ ଅୟ୍ଦ୍ ଆର୍ ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ଲକ୍ମଃନ୍ ତାର୍ ନାଉଁ ଇମାନୁଏଲ୍ ବଃଲି ସଃଙ୍ଗାଉତି ।” ଇ ନାଉଁଆର୍ ଅଃର୍ତ୍, ଅଃମାର୍ ସଃଙ୍ଗ୍ ଇସ୍ୱର୍ ଆଚେ ।
Explorează ମାତିଉ 1:23
3
ମାତିଉ 1:20
ମଃତର୍ ସେ ଇରି ମଃନେ ହାଚ୍ଲା ହଃଚେ, ଦଃକା, ମାପ୍ରୁର୍ ଗଟେକ୍ ଦୁତ୍ ତାକ୍ ଚଃହ୍ନେ ଦଃକାୟ୍ ଅୟ୍ କୟ୍ଲା, “ଏ ଦାଉଦ୍ ବଃଉଁସାର୍ ଜସେପ୍ ! ମରିୟମ୍କେ ବିବା ଅଃଉଁକେ ଡିର୍ନାୟ୍, କାୟ୍ତାକ୍ବଃଲେକ୍ ସେ ପବିତ୍ର ଆତ୍ମାୟ୍ ଆଙ୍ଗେ ଅୟ୍ଆଚେ ।
Explorează ମାତିଉ 1:20
4
ମାତିଉ 1:18-19
ଜିସୁ କ୍ରିସ୍ଟର୍ ଜଃଲମ୍ ଇବାନ୍ୟା ଅୟ୍ଲି । ତାର୍ ଆୟ୍ସି ମରିୟମ୍କେ ଜସେପ୍ ସଃଙ୍ଗ୍ ବିବା ଅଃଉଁକେ ମାଗ୍ଣି ହଃଚେ, ସେମଃନ୍ ବିବା ନଃଉତା ଆଗ୍ତୁ ପବିତ୍ର ଆତ୍ମା ତଃୟ୍ହୁଣି ସେ ଆଙ୍ଗେ ଅୟ୍ଆଚେ ବଃଲି ଜାଣାହଃଳ୍ଲି । ମରିୟମାର୍ ଡକ୍ରାସି ଜସେପ୍ ଦଃର୍ମି ଲକ୍ ରିଲା, ତଃବାର୍ଗିନେ ସେ ମରିୟମ୍କ୍ ସଃବୁଲକାର୍ ମୁଏଁ ଲାଜ୍ କଃରାଉଁକ୍ ମଃନ୍ ନଃକେଲା, ଆର୍ ସେ ଲୁକ୍ଣେ ତାକ୍ ଚାଡୁକ୍ ମଃନ୍କଃଲା ।
Explorează ମାତିଉ 1:18-19
Acasă
Biblia
Planuri
Videoclipuri