ଲୁକ୍ 3:4-6
ଲୁକ୍ 3:4-6 NTSAA20
ଜେନ୍ତାରି ଜିସାୟ ବବିସତ୍ବକ୍ତା ସୁନାଇରଇବା ସାସ୍ତରେ ଲେକା ଅଇଲାଆଚେ, “ମରୁବାଲିବୁଏଁ ଆଉଲିଅଇ କଇବା ଗଟେକ୍ ଲକ୍ ସବଦ୍ କରି କଇଲାନି, ମାପ୍ରୁ ଆଇବାଟା ତିଆର୍କରା, ତାର୍ ଆଇବା ବାଟ୍ ସଲ୍କାଆ । ବଡ୍ ବଡ୍ ଡଙ୍ଗର୍ ପର୍ବତ୍ ସବୁ ସଦ୍ରମ୍ ଅଇକରି ଗାଡ୍ କଣ୍ଡି କଣ୍ଡି ରଇବା ଆଁଟାଲ୍ ବୁଟାଲ୍ ସାର୍ଦି ଅଇସି, ବାଁକ୍ ଟେକ୍ ବାଟ୍ ସଲକ୍ ଅଇସି, ଆରି କାଲ୍ ଡେପ୍ ଜମି ସଦ୍ରମ୍ ଅଇଜାଇସି । ମଚ୍ପୁରର୍ ସବୁଲକ୍ ପର୍ମେସରର୍ ଉଦାର୍କାରିଆକେ ଦେକ୍ବାଇ ।”