ଜଅନ୍ 3
3
ଜିସୁ ଆରି ନିକଦିମ
1ପାରୁସିମନର୍ ବିତ୍ରେଅନି ନିକଦିମ ନାଉଁର୍ ଗଟେକ୍ ଲକ୍ ରଇଲା । ସେ ଜିଉଦି ମନର୍ ଗଟେକ୍ ନେତା । 2ସେ ଦିନେକ୍ ରାତିଆ ଜିସୁର୍ ଲଗେ ଆସି କଇଲା, “ଏ ଗୁରୁ ଆମେ ଜାନୁ, ତମେ ପର୍ମେସର୍ ପାଟାଇରଇବା ଗଟେକ୍ ଗୁରୁ । କାଇକେ ବଇଲେ ଜଦି ଗଟେକ୍ ଲକର୍ ସଙ୍ଗ୍ ପର୍ମେସର୍ ନ ରଇଲେ, ତମେ ଜନ୍ ସବୁ କାବାଅଇଜିବା କାମ୍ମନ୍ କଲାସ୍ନି, ସେତ୍କି କାମ୍ମନ୍ କେ ମିସା କରିନାପାରତ୍ ।”
3ଜିସୁ ତାକେ କଇଲା, “ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍#୩:୩ ଆରିତରେକ୍ ଜନମ୍ ପର୍ମେସରର୍ ଟାନେ ଜାତ୍ ଅଇବାଟା ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।”
4ନିକଦିମ ତାକେ ପାଚାର୍ଲା, “ଡକ୍ରା ଅଇଲା ଲକ୍ କେନ୍ତି ଆରି ତରେକ୍ ଜନମ୍ ଅଇସି ? ସେ ଆରି ତରେକ୍ ମାଆର୍ ପେଟ୍ ବିତ୍ରେ ଜାଇକରି ଜନମ୍ ଅଇସି କି ? ନାଇ ଅଇ ନଏଁ ।”
5ଜିସୁ ତାକେ କଇଲା, “ମୁଇ ତକେ ସତ୍କାତା କଇଲିନି, ଗଟେକ୍ ଲକ୍ ପାନି ଆରି ଆତ୍ମାଇଅନି ଜନମ୍ ନ ଅଇଲେ, ପର୍ମେସରର୍ ରାଇଜେ ଜାଇ ନାପାରେ । 6ଗଟେକ୍ ନର୍ ଲକ୍ ତାର୍ ନର୍ ମାଆ ବାବାର୍ତେଇଅନି ଜନମ୍ ଅଇସି । ମାତର୍ ସୁକଲ୍ ଆତ୍ମା ତାର୍ ଆତ୍ମାଇ ନୁଆ ଜିବନ୍ ଦେଇସି । 7ସେଟାର୍ପାଇ ମୁଇ ତକେ ଆରିତରେକ୍ ଜନମ୍ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ । 8ପବନ୍ ଜନ୍ ବାଟେ ଜିବାକେ ମନ୍ କର୍ସି ସେ ବାଟେସେ ଜାଇସି, ଆରି ତମେ ତାର୍ ସବଦ୍ ସୁନ୍ସା । ମାତର୍ ସେଟା କନ୍ତିଅନି ଆଇସି ଆରି କନ୍ ବାଟେ ଜାଇସି ସେଟା ନାଜାନାସ୍ । ଆତ୍ମାଇ ଜନମ୍ ଅଇଲା ସବୁ ଲକ୍ମନ୍ ମିସା ସେନ୍ତାରିସେ ।” 9ନିକଦିମ ଜିସୁକେ ପାଚାର୍ଲା, “ଏବେ ତୁଇ କଇବା କାତା କେନ୍ତି ଅଇପାର୍ସି ?” 10ଜିସୁ ତାକେ କଇଲା, “ତୁଇ ଇସ୍ରାଏଲର୍ ଗଟେକ୍ ବଡ୍ ଗୁରୁ ଅଇକରି ମିସା କେନ୍ତି ଏ ସବୁ କାତା ବୁଜି ନାପାର୍ଲୁସ୍ନି ? 11ମୁଇ ତକେ ସତ୍କାତା କଇଲିନି, ଆମେ ଜନ୍ଟା ଜାନୁ ସେଟା କଇଦେବୁ, ଜନ୍ଟା ଦେକିରଇବୁ ସେଟା ସାକି ଦେବୁ, ଅଇଲେ ମିସା ତୁଇ କାଇକେ ବିସ୍ବାସ୍ କରୁସ୍ନାଇ ? 12ମୁଇ ତକେ ଏ ଦୁନିଆର୍ ବିସଇ କଇବାବେଲେ ବିସ୍ବାସ୍ କରୁସ୍ ନାଇ । ଆରି ସରଗର୍ ବିସଇ କଇବି ବଇଲେ କେନ୍ତି ମକେ ବିସ୍ବାସ୍ କର୍ସୁ ? 13ସର୍ଗେଅନି ଉତ୍ରି ଆଇଲା ନର୍ପିଲା ମୁଇ, ମକେ ଚାଡିକରି ଆରି କେ ମିସା ସର୍ଗେ ଜାଅତ୍ ନାଇତା ।”
14“ଆରି ମସା କେନ୍ତି ମରୁବାଲି ବୁଏଁ ପିତଲ୍ ସାଁପ୍କେ ଡେଲି ଉପ୍ରେ ଟେକି ରଇଲା, ସମାନ୍ ସେନ୍ତାରିସେ ପର୍ମେସର୍ ତେଇଅନି ଆଇଲା ନର୍ପିଲା ମକେ ମିସା, ଗଟେକ୍ ଦିନେ ଉପ୍ରେ ଟେକ୍ବାଇ । 15ତେବେ, ତାକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ । 16ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ । 17ପର୍ମେସର୍ ତାର୍ ପିଲାକେ ଏ ଦୁନିଆଇ ବିଚାର୍ କର୍ବାକେ ପାଟାଏନାଇ, ମାତର୍ ତାର୍ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ । 18କେ ପର୍ମେସରର୍ ପିଲାକେ ବିସ୍ବାସ୍ କଲାନି ତାର୍ ବିଚାର୍ନା ନଏଁଁ । ମାତର୍ ଜେ ପର୍ମେସରର୍ ପିଲାକେ ବିସ୍ବାସ୍ କରେନାଇ ତାର୍ ବିଚାର୍ନା ଅଇସାର୍ଲାବେ । କାଇକେବଇଲେ ସେ ଗଟେକ୍ ବଲି ପିଲାକେ ବିସ୍ବାସ୍ କରେନାଇ । 19ଆରି ସେ ବିଚାର୍ନା ଏନ୍ତି ଅଇସି, ସର୍ଗେ ଅନି ଉଜଲ୍ ଏ ଦୁନିଆଇ ଆସିରଇଲା । ମାତର୍ ଏ ଦୁନିଆର୍ ଲକ୍ମନ୍ ସେ ଉଜଲେଅନି ଆନ୍ଦାର୍କେ ବେସି ମନ୍ କଲାଇ । କାଇକେବଇଲେ ସେମନ୍ କର୍ବା କାମ୍ ସବୁ ବେସି କାରାପ୍ । 20ଜନ୍ଲକ୍ମନ୍ କାରାପ୍ କାମ୍ କଲାଇନି ସେମନ୍ ଉଜଲ୍କେ ଗିନ୍ କଲାଇନି । ଆରି ସେ ଉଜଲେ ନ ଆସତ୍ । କାଇକେବଇଲେ ସେମନର୍ ସବୁ କାରାପ୍ କାମ୍ ସେ ଉଜଲେ ଡିସ୍ସି । 21ମାତର୍ ଜନ୍ଲକ୍ ସତ୍ ଆରି ଟିକ୍ ଇସାବେ କାମ୍ କରି ଚଲାଚଲ୍ତି କଲାନି, ସେ ଉଜଲ୍ ଲଗେ ଆଇସି । ତେବେ, ସେ କର୍ବା କାମ୍ ପର୍ମେସରର୍ ମନ୍ କର୍ବା ଇସାବେ ଅଇଲାନି ।”
ଜିସୁ ଆରି ଡୁବନ୍ ଦେଉ ଜଅନ୍
22ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିଉଦା ଦେସେ ଗାଲାଇ ଆରି ସେ ଜାଗାଇ ରଇକରି ଲକ୍ମନ୍କେ ଡୁବନ୍ ଦେଲାଇ । 23ସେ ବେଲାଇ ଜଅନ୍ ମିସା ସାଲମ୍ ଗଡ୍ଲଗେ ଏନନ୍ ନାଉଁର୍ ଗଟେକ୍ ଗାଏଁ ଡୁବନ୍ ଦେଇତେ ରଇଲା । କାଇକେ ବଇଲେ ସେ ଜାଗାଇ ବେସି ପାନି ରଇଲା । ଆରି ଲକ୍ମନ୍ ଆସିକରି ଡୁବନ୍ ନେଇତେ ରଇଲାଇ । 24#ମାତିଉ ୧୪:୩; ମାର୍କ ୬:୧୭; ଲୁକ୍ ୩:୧୯,୨୦ସେତ୍କି ଦିନ୍ ଜାକ ଜଅନ୍ ବନ୍ଦି ନ ଅଇରଇଲା ।
25ସେବେଲା ଗଟେକ୍ ଜିଉଦି ଲକ୍ ଆରି ଜଅନର୍ ସିସ୍ମନ୍ ଅସୁକଲ୍ଅନି ରିତିନିତି ଇସାବେ ସୁକଲ୍ ଅଇବା ବିସଇ ନେଇ ତାକର୍ ବିତ୍ରେ ଦଦାପେଲା ଅଇତେ ରଇଲାଇ । 26ଆରି ଜଅନର୍ ସିସ୍ମନ୍ ତାର୍ ଲଗେ ଆସି କଇଲାଇ, “ଏ ଗୁରୁ, ତମେ ଜର୍ଦନ୍ ଗାଡ୍ ସେପାଟେ କାର୍ସଙ୍ଗ୍ ବେଟ୍ ଅଇରଇଲାସ୍ ଆରି ତାର୍ ବିସଇ ତମେ ସାକି ଦେଇତେରଇଲାସ୍, ସେ ଲକ୍ ଏବେ ଲକ୍ମନ୍କେ ଡୁବନ୍ ଦେଲାନି ଆରି ସବୁ ଲକ୍ମନ୍ ତାର୍ ଲଗେ ଗାଲାଇନି ।” 27ଜଅନ୍ କଇଲା, “ପର୍ମେସର୍ ନ ଦେଲେ, କେ ମିସା କାଇଟା ନ ପାଅତ୍ । 28#ଜଅନ୍ ୧:୨୦ମୁଇ କଇରଇଲି ପର୍ମେସର୍ ପାଟାଇଲା ମସିଅ ମୁଇ ନଇ ବଲି । ମୁଇ ଅବ୍କା ପାଟାଇରଇବା ଗଟେକ୍ ଦୁତ୍ ପାରା ଅଇ ଆସିଆଚି । 29ଜେ ବିବା ଅଇସି, ସେ ବର୍ ଦାଙ୍ଗ୍ଡା । ମାତର୍ ବର୍ ଦାଙ୍ଗ୍ଡାର୍ ଲଗେ ବରର୍ ସଙ୍ଗାରି ଟିଆଅଇ ତାର୍ କାତା ସୁନ୍ସି । ସେ ବର୍ ଦାଙ୍ଗ୍ଡାର୍ କାତା ସୁନି, ବେସି ସାର୍ଦା ଅଇସି । ସେନ୍ତାରିସେ ମର୍ ସାର୍ଦା ମିସା ପୁରାପୁରୁନ୍ ଅଇଲାଆଚେ । 30ସେ ମଆନ୍ ଅଇତେ ଜାଅ ଆରି ମୁଇ ସାନ୍ ଅଇତେ ଜିବି ।”
ସର୍ଗେଅନି ଆଇବା ଗଟେକ୍ ଲକ୍
31“ଜେ ସର୍ଗେଅନି ଆଇଲା ଆଚେ, ସେ ସବୁ ଲକ୍ମନର୍ତେଇଅନି ମଆନ୍ । ଜେ ଜଗତେ ଅନି ଜନମ୍ ଅଇଆଚେ, ସେ ଜଗତର୍ କାତାସେ କଇସି । ମାତର୍ ଜେ ସର୍ଗେଅନି ଆସିଆଚେ, ସେ ସବୁକଲର୍ତେଇ ଅନି ମଆନ୍ । 32ସେ ଜନ୍ଟା ଦେକ୍ଲା ଆଚେ ଆରି ସୁନ୍ଲା ଆଚେ ସେ ବିସଇ ସେ ଜାନାଇଲାନି । ମାତର୍ ସେ କଇରଇବା କାତା କେ ମିସା ନାମତ୍ ନାଇ । 33ଜେ ତାର୍ କଇରଇବା କାତା ନାମ୍ସି, ସେ ପର୍ମେସର୍ ସତ୍ଟା ବଲି ନାମ୍ସି । 34ଜାକେ ପର୍ମେସର୍ ପାଟାଇଲା ଆଚେ, ସେ ପର୍ମେସରର୍ ବାକିଅ କଇସି । କାଇକେ ବଇଲେ ତାକେ ପର୍ମେସରର୍ ଆତ୍ମା ପୁରାପୁରୁନ୍ ଦିଆଅଇଲାଆଚେ । 35#ମାତିଉ ୧୧:୨୭; ଲୁକ୍ ୧୦:୨୨ବାବା ପିଲାକେ ଆଲାଦ୍ କରି ସବୁ ବିସଇ ତାର୍ ଆତେ ସର୍ପି ଦେଲାଆଚେ । 36ଆରି କେ ପର୍ମେସରର୍ ପିଲାକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ମାତର୍ ଜେ ପର୍ମେସରର୍ ପିଲାକେ ନାମେ ନାଇ, ସେ ନ ସାର୍ବା ଜିବନ୍ ନ ପାଏ । ଆରି ପର୍ମେସରର୍ ଡଣ୍ଡ୍ ପାଇବାକେ ସେ ରଇସି । ”
Nu geselecteerd:
ଜଅନ୍ 3: NTSaa20
Markering
Deel
Kopiëren
Wil je jouw markerkingen op al je apparaten opslaan? Meld je aan of log in
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020