1
ଲୁକ୍ 19:10
ସତିଅର୍ ବାଟ୍, ନୁଆ ନିୟମ୍, 2020
ପର୍ମେସର୍ ଟାନେଅନି ଆସିରଇବା ନର୍ପିଲା ମୁଇ ପାପେ ରଇଲା ଲକ୍ମନ୍କେ ସେମନର୍ ପାପେଅନି ରକିଆ କର୍ବାକେ ଆସିଆଚି ।”
Vergelijk
Ontdek ଲୁକ୍ 19:10
2
ଲୁକ୍ 19:38
“ପର୍ମେସରର୍ ନାଉଁ ନେଇକରି ଜନ୍ ରାଜା ଆଇଲାନି ତାକେ ସେ ଆସିର୍ବାଦ୍ କର । ସର୍ଗେ ସାନ୍ତି ଅ, ଆରି ସବୁର୍ଟାନେ ଅନି ବଡ୍ ପର୍ମେସରର୍ ମଇମା ଅ ।”
Ontdek ଲୁକ୍ 19:38
3
ଲୁକ୍ 19:9
ଜିସୁ ଜକିୟକେ କଇଲା, “ଆଜି ଏ ଗରେ ମୁକ୍ତି ମିଲ୍ଲା । କାଇକେବଇଲେ ଏ ମିସା ଗଟେକ୍ ଅବ୍ରାଆମର୍ ନାତିତିତି ।
Ontdek ଲୁକ୍ 19:9
4
ଲୁକ୍ 19:5-6
ଜିସୁ ସେ ଜାଗାଇ କେଟି ଉପ୍ରେ ଦେକିକରି ଜକିୟକେ କଇଲା, “ଜକିୟ ବିଗି ଉତ୍ରି ଆଉ, ଆଜି ମୁଇ ତମର୍ ଗରେ ରଇବି ।” ତାର୍ ପଚେ ଜକିୟ ଦାପ୍ରେ ଉତ୍ରି ଆସି ବେସି ସାର୍ଦାଅଇ ଜିସୁକେ ତାର୍ ଗରେ ଡାକିନେଲା ।
Ontdek ଲୁକ୍ 19:5-6
5
ଲୁକ୍ 19:8
ଜକିୟ ଟିଆଅଇ ଜିସୁକେ କଇଲା, “ଏ ମାପ୍ରୁ, ସୁନା ! ମର୍ ସଁପତିଅନି ଅଦାବାଗ୍ ଗରିବ୍ ଲକ୍ମନ୍କେ ଦାନ୍ କରିଦେବି । ଆରି ସିସ୍ତୁ ମାଙ୍ଗ୍ବା ବେଲାଇ କାର୍ଟା ଅନିଆଇକରି ଆନି ରଇଲାଟା ମୁଇ ଚାର୍ଗୁନ୍ ଅଦିକ୍ ବାଉଡାଇ ଦେବି ।”
Ontdek ଲୁକ୍ 19:8
6
ଲୁକ୍ 19:39-40
ସେ ସିସ୍ ମାନ୍ଦାର୍ ବିତ୍ରେ କେତେଟା ପାରୁସିମନ୍ ଜିସୁକେ କଇଲାଇ, “ଏ ଗୁରୁ ତର୍ସଙ୍ଗ୍ ଆଇବା ସିସ୍ମନ୍କେ ଚିମ୍ରାଅଇ ରଇବାକେ କଅ ।” ମାତର୍ ଜିସୁ ସେମନ୍କେ କଇଲା, “ମୁଇ ତମ୍କେ କଇଲିନି, ଏ ଲକ୍ମନ୍ ଚିମ୍ରାଅଇ ରଇଲେ ପାକ୍ନାମନ୍ ତାକର୍ ନିଜେ ନିଜେ ଆଉଲି ଅଇବାଇ ।”
Ontdek ଲୁକ୍ 19:39-40
Thuisscherm
Bijbel
Leesplannen
Video's