1
ଲୁକ୍ 10:19
ସତିଅର୍ ବାଟ୍, ନୁଆ ନିୟମ୍, 2020
ଦେକା, ମୁଇ ତମ୍କେ ସାଁପ୍ ଆରି ବିସ୍କାକ୍ଡା ଉପ୍ରେ ଇଣ୍ଡ୍ବାକେ ବପୁ ଦେଲିଆଚି, ଆରି ସତ୍ରୁର୍ ଉପ୍ରେ ରଇବା ବପୁ ମିସା ଦେଲିଆଚି । ତମ୍କେ କେ ମିସା କାଇଟା କରିନାପାରତ୍ ।
Vergelijk
Ontdek ଲୁକ୍ 10:19
2
ଲୁକ୍ 10:41-42
ମାତର୍ ମାପ୍ରୁ ତାକେ କଇଲା, “ଏ ମାର୍ତା, ତୁଇ ବେସି ବିସଇ ଚିନ୍ତା କରି, ଦାନ୍ଦାଅଇଗାଲୁସ୍ନି, ମାତର୍, ଗଟେକ୍ ବିସଇ ଆକା ସବୁର୍ଟାନେଅନି ମୁକିଅ । ସେଟା ମରିୟମ୍ ବାଚିକରି ନେଇଆଚେ । ସେଟା ତାର୍ଟାନେଅନି କେ ନେଇ ନାପାରତ୍ ।”
Ontdek ଲୁକ୍ 10:41-42
3
ଲୁକ୍ 10:27
ସେ କଇଲା, “ତମେ ନିଜର୍ ସବୁ ଗାଗଡ୍, ମନ୍, ଆତ୍ମା ଆରି ବପୁ ଦେଇ ପର୍ମେସର୍କେ ଆଲାଦ୍ କରା । ଆରି ପଡିସାର୍ ଲକ୍ମନ୍କେ ନିଜର୍ ସମାନ୍ ଆଲାଦ୍ କରା ।”
Ontdek ଲୁକ୍ 10:27
4
ଲୁକ୍ 10:2
ଆରି ଜିସୁ ସେମନ୍କେ କଇଲା, ଜମିତେଇ ପସଲ୍ ସିନା ଅଦିକ୍, ମାତର୍ କାମ୍କରୁମନ୍ ଉନା । ତେବର୍ପାଇ ତାର୍ ଚାସ୍କେତେ, ଅଦିକ୍ ଲକ୍ମନ୍କେ ପାଟାଇ ଦେବାକେ ଜମି ସାଉକାର୍ଟାନେ ଜାନାଆ ।
Ontdek ଲୁକ୍ 10:2
5
ଲୁକ୍ 10:36-37
ଏ ତିନ୍ଲକର୍ ବିତ୍ରେଅନି କେ ଚର୍ମନର୍ ଟାନେ ମାଡ୍କାଉ ଲକର୍ ପଡିସାର୍ ଲକ୍ ବଲି ବାବ୍ଲୁସ୍ନି ? ସାସ୍ତର୍ ସିକାଉ କଇଲା, “ଜନ୍ ଲକ୍ ତାକେ ଦୟାକଲା, ସେ ଆକା ।” ଜିସୁ ତାକେ କଇଲା, “ଜା ତୁଇ ମିସା ସେନ୍ତାରି କର୍ ।”
Ontdek ଲୁକ୍ 10:36-37
6
ଲୁକ୍ 10:3
ତମେ ଜାଆ । ଦେକା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିନି ।
Ontdek ଲୁକ୍ 10:3
Thuisscherm
Bijbel
Leesplannen
Video's