1
ମାର୍କ 14:36
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ଆରେକ୍ ସେ କୟ୍ଲା, “ଏ ମର୍ ଉବା, ତର୍ ଆତେ ସଃବୁ ଅଃଉଁ ହାରେ, ଇ କଃସ୍ଟାର୍ ଡୁକ୍ତା କପା ମର୍ ତଃୟ୍ହୁଣି ଦୁର୍କଃର୍, ଅୟ୍ଲେକ୍ ହେଁ ମର୍ ଇଚା ନୟ୍, ତର୍ ଇଚା ହୁରୁଣ୍ ଅଃଉଅ ।”
နှိုင်းယှဉ်
ମାର୍କ 14:36ရှာဖွေလေ့လာလိုက်ပါ။
2
ମାର୍କ 14:38
ଆର୍ ଜିସୁ ସେମଃନ୍କେ କୟ୍ଲା, “ହାନ୍ଦାୟ୍ ଜଃନ୍କଃରି ତୁମିମଃନ୍ ନଃହେଳାସ୍, ସେତାର୍ଗିନେ ଜାଗିରଃୟ୍ ପାର୍ତ୍ନା କଃରା । ଆତ୍ମାର୍ ଇଚା ସଃତ୍, ମଃତର୍ ଗଃଗାଳ୍ ଦୁର୍ବୁଳ୍ ।”
ମାର୍କ 14:38ရှာဖွေလေ့လာလိုက်ပါ။
3
ମାର୍କ 14:9
ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଗୁଳା ଜଃଗତାର୍ ଜୁୟ୍ ଜୁୟ୍ ଜଃଗାୟ୍ ନିକ କବୁର୍ ପର୍ଚାର୍ ଅୟ୍ଦ୍, ସେ ଟାଣେ ଇ ମାୟ୍ଜିଟକିକ୍ ମଃନେ ହଃକାଉତା ଗିନେ ସେ କଃରି ରିଲା ଇ କାମାର୍ କଃତା ହେଁ କଃଉଆ ଅୟ୍ଦ୍ ।”
ମାର୍କ 14:9ရှာဖွေလေ့လာလိုက်ပါ။
4
ମାର୍କ 14:34
ଆର୍ ଜିସୁ ସେମଃନ୍କେ କୟ୍ଲା, “ମର୍ ହଃରାଣ୍ ମଃର୍ତା ହର୍ ଉକ୍ଳି ଜଃଉଁଲି, ତୁମିମଃନ୍ ଇତି ରଃୟ୍ ଜାଗିରିଆ ।”
ମାର୍କ 14:34ရှာဖွေလေ့လာလိုက်ပါ။
5
ମାର୍କ 14:22
ସଃବୁଲକ୍ ବଃସି କାତାବଃଳ୍ ଜିସୁ ରୁଟି ଦଃରି ଆସିର୍ବାଦ୍ କଃଲା ଆର୍ ସେରି ବାଙ୍ଗାୟ୍ ଦଃୟ୍ କୟ୍ଲା, “ନିଆ, ଇରି ମର୍ ଗଃଗାଳ୍ ।”
ମାର୍କ 14:22ရှာဖွေလေ့လာလိုက်ပါ။
6
ମାର୍କ 14:23-24
ଆର୍ କପାୟ୍ ରିଲା ଅଙ୍ଗୁର୍ ରଃସ୍ ଦଃରି ସେତାର୍ ଗିନେ ହେଁ ପାର୍ତ୍ନା କଃଲା ଆର୍ ସେମଃନ୍କେ ଦିଲା, ଆର୍ ସେମଃନ୍ ସେତିର୍ ଡୁକ୍ଲାୟ୍ । ଆର୍ ଜିସୁ ସେମଃନ୍କେ କୟ୍ଲା, “ଜୁୟ୍ ବିଦିର୍ ବଃନି ସଃବୁ ଲକାର୍ ଗିନେ ଦେଉଁଲେ, ଇରି ମର୍ ସେ ବଃନି ।
ମାର୍କ 14:23-24ရှာဖွေလေ့လာလိုက်ပါ။
7
ମାର୍କ 14:27
ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ମକ୍ ଚାଡି ହଃଳାଉଆସ୍, ଇରି ସାସ୍ତରେ ଲେକା ଅୟ୍ଆଚେ, ‘ମୁଁୟ୍ ଗଃଉଳିଆକେ ମଃର୍ନେ ମାରିନ୍ଦ୍, ଆର୍ ମେଣ୍ଡାମଃନ୍ ଏଣେ ତେଣେ ହଃଳାଉତି ।
ମାର୍କ 14:27ရှာဖွေလေ့လာလိုက်ပါ။
8
ମାର୍କ 14:42
ଉଟା, ଅଃମିମଃନ୍ ଜୁଆଁ, ହଦେ ଦଃକା ! ଜେ ମକ୍ ସଃତ୍ରୁର୍ ଆତେ ଦଃରାୟ୍ ଦଃୟ୍ଦ୍ ସେ ମର୍ ଲଃଗେ ଆସି କେଟ୍ଲାବେ ।”
ମାର୍କ 14:42ရှာဖွေလေ့လာလိုက်ပါ။
9
ମାର୍କ 14:30
ଜିସୁ ତାକ୍ କୟ୍ଲା, “ମୁଁୟ୍ ତକେ ସଃତ୍ କଃଉଁଲେ, ଆଜି ଇ ରାତି କୁକ୍ଳା ଦୁୟ୍ତର୍ ବାସ୍ତା ହଃର୍ତୁ ତୁୟ୍ ମକ୍ ନଃଜାଣି ବଃଲି ତିନିତର୍ କଃଉସି ।”
ମାର୍କ 14:30ရှာဖွေလေ့လာလိုက်ပါ။
ပင်မစာမျက်နှာ
ကျမ်းစာ
အစီအစဉ်
ဗီဒီယို