1
ମାଥିଉଲିଖିତ ସୁସମାଚାର 26:41
ପବିତ୍ର ବାଇବଲ (CL) NT (BSI)
ପରୀକ୍ଷାରେ ଯେପରି ନ ପଡ଼, ସେଥିପାଇଁ ଜାଗି ରହି ପ୍ରାର୍ଥନା କର। କାରଣ ତୁମ୍ଭମାନଙ୍କର ଆତ୍ମା ଉତ୍ସୁକ, କିନ୍ତୁ ଶରୀର ଦୁର୍ବଳ।”
နှိုင်းယှဉ်
ମାଥିଉଲିଖିତ ସୁସମାଚାର 26:41ရှာဖွေလေ့လာလိုက်ပါ။
2
ମାଥିଉଲିଖିତ ସୁସମାଚାର 26:38
ସେମାନଙ୍କୁ କହିଲେ, “ଦୁଃଖରେ ମୋ’ ହୃଦୟ ବିଦୀର୍ଣ୍ଣ ହେଉଛି। ଏଠାରେ ତୁମେ ମୋ’ ସହିତ ଜାଗି ରୁହ।”
ମାଥିଉଲିଖିତ ସୁସମାଚାର 26:38ရှာဖွေလေ့လာလိုက်ပါ။
3
ମାଥିଉଲିଖିତ ସୁସମାଚାର 26:39
ଯୀଶୁ ଅଳ୍ପ ଦୂରକୁ ଯାଇ ଭୂମିରେ ମୁହଁ ମାଡ଼ି ପ୍ରାର୍ଥନା କଲେ, “ପିତଃ! ଯଦି ସମ୍ଭବ ହୁଏ, ଏହି ଦୁଃଖଭୋଗର ପାନପାତ୍ର ମୋ’ଠାରୁ ଦୂରେଇ ନିଅ, କିନ୍ତୁ ମୋର ଇଚ୍ଛା ନୁହେଁ, ତୁମର ଇଚ୍ଛା ପୂରଣ ହେଉ।”
ମାଥିଉଲିଖିତ ସୁସମାଚାର 26:39ရှာဖွေလေ့လာလိုက်ပါ။
4
ମାଥିଉଲିଖିତ ସୁସମାଚାର 26:28
ଏହା ମୋର ରକ୍ତ। ମନୁଷ୍ୟର ପାପ କ୍ଷମା ପାଇଁ ମୁଁ ମୋର ଯେଉଁ ରକ୍ତ ଢ଼ାଳି ଦେବାକୁ ଯାଉଛି, ଯାହା ଈଶ୍ୱରଙ୍କ ନୂତନ ବିଧାନକୁ ମୁଦ୍ରାଙ୍କିତ କରେ।
ମାଥିଉଲିଖିତ ସୁସମାଚାର 26:28ရှာဖွေလေ့လာလိုက်ပါ။
5
ମାଥିଉଲିଖିତ ସୁସମାଚାର 26:26
ସେମାନେ ଭୋଜନ କରିବା ସମୟରେ ଯୀଶୁ ଗୋଟିଏ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହା ମୋର ଶରୀର।”
ମାଥିଉଲିଖିତ ସୁସମାଚାର 26:26ရှာဖွေလေ့လာလိုက်ပါ။
6
ମାଥିଉଲିଖିତ ସୁସମାଚାର 26:27
ତା’ପରେ ସେ ପାନ ପାତ୍ର ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ତାହା ଶିଷ୍ୟମାନଙ୍କୁ ଦେଇ କହିଲେ, “ତୁମ୍ଭେମାନେ ସମସ୍ତେ ଏଥିରୁ ପାନ କର।
ମାଥିଉଲିଖିତ ସୁସମାଚାର 26:27ရှာဖွေလေ့လာလိုက်ပါ။
7
ମାଥିଉଲିଖିତ ସୁସମାଚାର 26:40
ତା’ପରେ ସେ ତିନିଜଣ ଶିଷ୍ୟଙ୍କ ନିକଟକୁ ଫେରି ଆସି ଦେଖିଲେ, ସେମାନେ ଶୋଇ ପଡ଼ିଛନ୍ତି। ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେମାନେ ତିନିହେଁ ମୋ’ ସହିତ ଘଣ୍ଟାଏ ସୁଦ୍ଧା ଜାଗି ରହି ପାରୁ ନାହଁ?
ମାଥିଉଲିଖିତ ସୁସମାଚାର 26:40ရှာဖွေလေ့လာလိုက်ပါ။
8
ମାଥିଉଲିଖିତ ସୁସମାଚାର 26:29
ମୁଁ କହି ରଖୁଛି, ମୋ’ ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂତନ ଦ୍ରାକ୍ଷାରସ ପିଇବା ପର୍ଯ୍ୟନ୍ତ ମୁଁ ଆଉ କେବେ ଦ୍ରାକ୍ଷାରସ ପିଇବି ନାହିଁ।”
ମାଥିଉଲିଖିତ ସୁସମାଚାର 26:29ရှာဖွေလေ့လာလိုက်ပါ။
9
ମାଥିଉଲିଖିତ ସୁସମାଚାର 26:75
ସେହିକ୍ଷଣି କୁକୁଡ଼ା ଡ଼ାକିଲା ଏବଂ ଯୀଶୁ କଅଣ କହିଥିଲେ, ପିତରଙ୍କ ମନେ ପଡ଼ିଲା: “କୁକୁଡ଼ା ଡ଼ାକିବା ପୂର୍ବରୁ ମୋତେ ଜାଣ ନାହିଁ ବୋଲି ତୁମେ ତିନିଥର କହିବ।” ସେ ବାହାରକୁ ଯାଇ ବ୍ୟାକୁଳ ଭାବରେ କାନ୍ଦିଲେ।
ମାଥିଉଲିଖିତ ସୁସମାଚାର 26:75ရှာဖွေလေ့လာလိုက်ပါ။
10
ମାଥିଉଲିଖିତ ସୁସମାଚାର 26:46
ଉଠ ଯିବା। ହେଇ ଦେଖ, ମୋତେ ଧରାଇ ଦେବା ଲୋକ ଆସି ପହଞ୍ôଚଗଲାଣି।”
ମାଥିଉଲିଖିତ ସୁସମାଚାର 26:46ရှာဖွေလေ့လာလိုက်ပါ။
11
ମାଥିଉଲିଖିତ ସୁସମାଚାର 26:52
ଯୀଶୁ ତାକୁ କହିଲେ, “ତୁମ ଖଣ୍ଡାକୁ ତା’ ଜାଗାରେ ରଖ। ଯେଉଁମାନେ ଖଣ୍ଡା ଉଞ୍ଚାନ୍ତି, ସେମାନେ ଖଣ୍ଡାରେ ହିଁ ନିହତ ହେବେ।
ମାଥିଉଲିଖିତ ସୁସମାଚାର 26:52ရှာဖွေလေ့လာလိုက်ပါ။
ပင်မစာမျက်နှာ
ကျမ်းစာ
အစီအစဉ်
ဗီဒီယို