ଲୁକ୍ 14:13-14
ଲୁକ୍ 14:13-14 NTSAA20
ତେବେ ତୁଇ ବଜି କଲେ ଗରିବ୍, କାଣା, ଚଟା ଆରି ଚେରେଙ୍ଗ୍ରଗି ଏନ୍ତାରି ଲକ୍ମନ୍କେ ଡାକି ଦେସ୍ । ସେନ୍ତି କଲେ ପର୍ମେସର୍ ତକେ ଆସିର୍ବାଦ୍ କର୍ସି । କାଇକେ ବଇଲେ ଏନ୍ତାରି ଲକ୍ମନ୍ ତୁଇ ଦେଲା ବଜି ବାଉଡାଇ ଦେଇ ନାପାରତ୍ । ପର୍ମେସର୍ ଦରମ୍ ଲକ୍ମନ୍କେ ମଲାଟାନେଅନି ଉଟାଇଲା ବେଲେ ତକେ ପୁରୁସ୍କାର୍ ମିଲ୍ସି ।”