ପେରିତ୍ 3:7-8
ପେରିତ୍ 3:7-8 NTSAA20
ଏନ୍ତି କଇକରି ପିତର୍ ତାକେ ଉଜା ଆତ୍ ଦାରି ଉଟାଇଲା, ସେ ଦାପ୍ରେ ସେ ଲକର୍ ପାଦ୍ ଆରି ଗଡ୍ ସବୁ ଡାଟ୍ ଅଇଲା । ସେ ଚିକାଲ୍ନା ଡେଗଇକରି ଉଟ୍ଲା ଆରି ଇଣ୍ଡ୍ବାର୍ ଦାର୍ଲା । ସେ ଇଣ୍ଡି ଇଣ୍ଡି ଡେଗଇ ଡେଗଇ ପର୍ମେସରର୍ ଡାକ୍ପୁଟା କରିକରି ତାକର୍ ସଙ୍ଗ୍ ମନ୍ଦିରେ ଗାଲା ।